Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ସମା ଗ୍ରାମର ସନ୍ୟାସୀ ରାୟ ଙ୍କ ପୁତ୍ର ଆଲୋକ ରାୟ ଙ୍କ ବିୟୋଗ ଶୁଣି ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ବିଧାୟକ
Kabisuryanagar, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମା ଗ୍ରାମ ର ସନ୍ୟାସୀ ରାୟ ଙ୍କ ପୁତ୍ର ଆଲୋକ ରାୟ ଙ୍କ ବିୟୋଗ ଶୁଣି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ବିଧାୟକ ଏବଂ ତାଙ୍କ ବାସ ଭବନ କୁ ଯାଇ ସ୍ବର୍ଗତ ଆଲୋକ ଙ୍କ ଅମର ଆତ୍ମା ର ସଦଗତି କାମନା କରି ଏହି ଅସମୟ ରେ ପରିବାର ଲୋକଙ୍କୁ ଧର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ଠାକୁର ଙ୍କ ନିକଟରେ ପ୍ରାଥନା କରିଛନ୍ତି ବିଧାୟକ।
Share
Read More News
T & C
Privacy Policy
Contact Us
Your browser does not support JavaScript!