Download Now Banner

This browser does not support the video element.

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତନୁପୁର ଗ୍ରାମରେ ବିବାଦୀୟ ସାରଥୀ ବାବା ଙ୍କ ପୂଜାକୁ ବିରୋଧ କଲେ ଗ୍ରାମବାସୀ, ପୋଲିସ ମୁତୟନ

Kendrapara, Kendrapara | Apr 8, 2025
ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତନୁପୁର ଗ୍ରାମରେ ଆଜି ରାତି 8 ଟାରେ ଚାଲିଥିଲା ବିବାଦୀୟ ସାରଥୀ ବାବା ଙ୍କ ପୂଜା l ଭୁବନେଶ୍ୱର ଓ ଅସୁରେଶ୍ୱର ରୁ ଆସିଛନ୍ତି ଶତାଧିକ ଭକ୍ତ l ଗ୍ରାମବାସୀ ଙ୍କ ଘୋର ବିରୋଧ l ଘଟଣା ସ୍ଥଳରେ ପୋଲିସ ମୁତୟନl ଦୀର୍ଘ ଦିନ ଧରି ବିବାଦୀୟ ସାରଥୀ ବାବାଙ୍କ ପୂଜା ଅର୍ଚନା ବନ୍ଦ ଥିବା ବେଳେ ଆଜି ଏପରି କାର୍ଯ୍ୟ କୁ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି l ଗ୍ରାମବାସୀ ମାନେ ଭକ୍ତ ଙ୍କ ଉପରକୁ ଅଣ୍ଡା ଓ ଟମାଟର ମାଡ଼ କରିଥିଲେ l ସବୁ ସତ୍ୱେ ବି ସାରଥୀ ଭକ୍ତ ବନ୍ଦ କରିନଥିଲେ ଭଜନ କୀର୍ତନ l ବାଧ୍ୟ ହୋଇ ଲୋକଙ୍କ ବିରୋଧ କୁ ଦେଖି ପୋଲିସର କାର୍ଯ୍ୟାନୁଷ୍ଠାନ l
Read More News
T & CPrivacy PolicyContact Us