Download Now Banner

This browser does not support the video element.

ବଡସାହି: ବର୍ତ୍ତନା ଅଞ୍ଚଳରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣର ପୋଚ, ରନ୍ଧାମଦ ଓ ସରଞ୍ଜାମ ନଷ୍ଟ

Barsahi, Mayurbhanj | Sep 11, 2025
ବଡ଼ସାହି ଥାନା ଅଧୀନ ବର୍ତ୍ତନା ଅଞ୍ଚଳରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଗୁରୁବାର ଅପରାହ୍ନ ଚାରିଟାରେ ଚଢାଉକଲା ଅବକାରୀ ବିଭାଗ l ଅବକାରୀ ବିଭାଗ ପକ୍ଷରୁ ବର୍ତ୍ତନା ଅଞ୍ଚଳରେ ଚୋରା ଦେଶିମଦ କାରଖାନା ଚାଲିଥିବାର ଖବରପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା l ଚଢାଉ ସମୟରେ ହଜାର ହଜାର କିଲୋଗ୍ରାମର ମହୁଲପୋଚ ସମେତ ରନ୍ଧାମଦ, ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ ନଷ୍ଟ କରାଯାଇଛି l
Read More News
T & CPrivacy PolicyContact Us