This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୟୁନିଟ୍4 ହାଟର ଏକ ହୋଟେଲରେ କର୍ମଚାରୀଙ୍କ ରଡ ମାଡରେ ରୋଷେୟାର ମୃତ
Bhubaneswar M Corp, Khordha | Sep 4, 2025
ରାଜଧାନୀରେ ହତ୍ୟାକାଣ୍ଡ।ୟୁନିଟ୍4 ହାଟର ଏକ ହୋଟେଲ୍ ରେ ହତ୍ୟା। କର୍ମଚାରୀଙ୍କ ରଡ ମାଡରେ ରୋଷେଇଆ ମୃତ। ଗତକାଲି ରୁଟି ସେକା ରଡ୍ ରେ କର୍ମଚାରୀ କରିଥିଲେ ଆକ୍ରମଣ।ଚିକିତ୍ସିତ ଅବସ୍ଥାରେ ଆଜି ରୋଷେଇଆଙ୍କ ହୋଇଛି ମୃତ୍ୟୁ। ୟୁନିଟ ୪ ଅଞ୍ଚଳରେ ଗଡ଼ିଲା ମୁଣ୍ଡ । ୟୁନିଟ ୪ ହାଟରେ ଥିବା ସେବା ହୋଟେଲରେ ଅଘଟଣ । ମୃତ ବ୍ୟକ୍ତିଙ୍କ ନାମ ବିକ୍ରମ ବେହେରା । ଘର ବାଙ୍କୀ ଅଞ୍ଚଳରେ । ହୋଟେଲରେ ରୋଷେୟା ଭାବେ କାମ କରନ୍ତି । ରୁଟି ସେକା ରଡ଼ରେ ଗତକାଲି ତାଙ୍କୁ ଆକ୍ରମଣ କରାଯାଇଥିଲା । ସେହିଠାରେ କାମ କରୁଥିବା ଅନ୍ୟ ଜଣେ କର୍ମଚାରୀ ଆକ୍ରମଣ କରିଥିଲେ।