Install App
rabindra.mishra744
This browser does not support the video element.
ଲାଞ୍ଜିଗଡ: ରାଜତନ୍ତ୍ର ସମୟର ସହର ଜୟପାଟଣା ଠାରେ ମହା ସମାରୋହରସହିତ ପାଳିତ ହେଲା ନୁଆଁଖାଇ, ଏକତ୍ର ନୁଆଁ ଖାଇଲେ ରାଜ ପରିବାର
Lanjigarh, Kalahandi | Sep 2, 2025
ଆଜି ମଙ୍ଗଳବାର ଦଶମୀ ତିଥି . ଏହି ଦଶମୀ ତିଥି ଅବସରରେ କଳାହାଣ୍ଡିର ଗଡାତତ ଅଂଚଳବାସୀ ନୁଆଁ ଖାଇଛନ୍ତି . ସକାଳୁ ଦେବୀ ମାଁ ମାଣିକେଶ୍ଵରୀଙ୍ଁ ଠାରେ ନୁଆ ଲାଗି ହେବା ପରେ ସମସ୍ତ ସାଧାରଣ ଜନତା ନୁଆଁ ଖାଇଛନ୍ତି . ରାଜତନ୍ତ୍ର ସମୟର ଅନନ୍ୟ ପୂରାତନ ସହର ଜୟପାଟଣା ଏହି ଜୟପାଟଣା ରାଜ ପରିବାରର ଆରାଧ୍ୟା ଦେବଭ ଡୋକରୀଙ୍କ ନିକଟରେ ନୁଆଁ ଲାଗିଥିଲା . ଏହାପରେ ରାଜ ପରିବାର ସମସ୍ତ ସଦସ୍ୟ ନୂଆଁଖାଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!