Install App
gadajatnews
This browser does not support the video element.
ବାଙ୍କୀ: କନ୍ତପହଁରା ପଞ୍ଚାୟତ କୃଷ୍ଣପୁର ନିକଟରେ ବିଜେପିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ
Banki, Cuttack | Apr 20, 2025
ଅପରାହ୍ନ ରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତପହଁରା ପଂଚାୟତ ଅନ୍ତର୍ଗତ କୃଷ୍ଣପୁର ଗାଁରେ ବିଜେପି ର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ଵ ଅନୁଷ୍ଠିତ। ବିଜେପି ନେତା ତୁଷାରକାନ୍ତ ଚକ୍ରବତ୍ତୀ ଙ୍କର ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେଡି ଓ କଂଗ୍ରେସ ରୁ ୫୦ ରୁ ଉର୍ଦ୍ଧ୍ବ କର୍ମୀ ସାମିଲ ହୋଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!