Download Now Banner

This browser does not support the video element.

କୋରାପୁଟ ସହର: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବ ବ୍ଳଗର ଭାସିଯିବା ଘଟଣା,୨୪ ଘଣ୍ଟା ପରେ ମଧ୍ୟ ସାଗର କୁଣ୍ଡୁଙ୍କ ପତ୍ତା ମିଳୁନାହିଁ

Koraput Town, Koraput | Aug 24, 2025
୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ  ୟୁଟ୍ୟୁବ ବ୍ଲଗର  ବ୍ରହ୍ମପୁରର ସାଗର କୁଣ୍ଡୁଙ୍କ କୌଣସି ପତା ମିଳିପାରିଲା ନାହିଁ। ମାଛକୁଣ୍ଡ ଡି ଡ୍ୟାମର ଗେଟ ବନ୍ଦ କରି ପାଣି ନିଷ୍କାସନ କୁ ବନ୍ଦ କରିବା ପରେ  ଲମତାପୁଟ ଅଗ୍ନିସମ ବିଭାଗ ଏବଂ କୋରାପୁଟ ଓଡ୍ରାଫ ଟିମ  ସାଗରଙ୍କୁ ଖୋଜିବା ନିମନ୍ତେ ଅପେରସନ ଆରମ୍ଭ କରିଛନ୍ତି  । ଗତକାଲି ସାଗର ଏବଂ କଟକର ଅଭିଜିତ ବେହେରା ମିଶି ଡୁଡୁମା ଜଳପ୍ରପାତ ଉପରେ ଡ୍ରୋନ ସାହାଯ୍ୟରେ ଭିଡିଓ ଶୁଟିଙ୍ଗ କରୁଥିବା ସମୟରେ ମାଛ କୁଣ୍ଡ ଡି ଡ୍ୟାମ ର ୭ ନମ୍ବର ଗେଟ ଖୋଲିବା ଫଳରେ ଜଳ ସ୍ଥର ବଢ଼ିଯାଇଥିଲା ।
Read More News
T & CPrivacy PolicyContact Us