Download Now Banner

This browser does not support the video element.

ମୋହନା: ବିଳମ୍ବିତ ରାତିରେ ଅଡବା ଥାନା ଖ୍ରୀଷ୍ଟାପୁର ଗାଁ ନିକଟସ୍ଥ ହରଭଙ୍ଗୀ ଡ୍ୟାମ ରେ ଭାରସାମ୍ୟ ହରାଇ ପଶିଲା କଣ୍ଟେନର

Mohana, Gajapati | Sep 25, 2025
ରାୟଗଡାରୁ କଟକ ଯାଉଥିଲା କଣ୍ଟେନର। ବିଳମ୍ବିତ ରାତିରେ ଡ୍ୟାମରେ ବୁଡିଗଲା। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡବା ଥାନା ହରଭଙ୍ଗୀ ଡ୍ୟାମ ଅଡାପଙ୍କା ଗ୍ରାମ ନିକଟରେ l ଗତ କାଲି ବିଳମ୍ବିତ ରାତିରେ ଡ୍ରାଇଭର ସଞ୍ଜୀବ ଯାଦବ କଣ୍ଟେନର ନେଇ ରାୟଗଡାରୁ କଟକ ଯାଉଥିଲା l ମୋହନା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଆଜି ଦିନ ୧୨ ଘଣ୍ଟ ସମୟରେ ଦେଖିବାକୁ ମିଳିଥିଲା।
Read More News
T & CPrivacy PolicyContact Us