Download Now Banner

This browser does not support the video element.

ସିଆରଆରଆଇ: ଗତିରାଉତପାଟଣା ରେ ଆମ ବ୍ୟାଙ୍କ ଉଦ୍ଘାଟିତ

CRRI, Cuttack | Mar 1, 2024
କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ରେ ଶୁକ୍ରବାର ଅପରାହ୍ନ ରେ ଆମ ବ୍ୟାଙ୍କ ଉଦ୍ଘାଟିତ ହୋଇଯାଇଛି। କଟକ ସଦର ବି ଡି ଓ ଏହାକୁ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଅଞ୍ଚଳ ରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଦେବାକୁ ଏହି ଆମ ବ୍ୟାଙ୍କ ସହାୟକ ହେବ ବୋଲି ସେ କହିଥିଲେ। ଏହି ଅବସର ରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us