Download Now Banner

This browser does not support the video element.

ସୁନ୍ଦରଗଡ ସହର: ଖବର ପ୍ରସାରଣ ପରେ ଖୁଣ୍ଟି ଝରିଆରେ ଜମି ରହିଥିବା ଜଳକୁ ନିଷ୍କାସନ କରିବା ନେଇ ତ୍ଵିରିତ ପଦକ୍ଷେପ ଆରମ୍ଭ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ

Sundargarh Town, Sundargarh | Aug 23, 2025
ଗତ କାଲି 22 ଅଗଷ୍ଟ ଶୁକ୍ରବାର ପୂର୍ବାହ୍ନ 11 :15 ସମୟରେ ପବ୍ଲିକ ଆପ କୁ ମିଳିଥିଲା ଏହି ସୂଚନା। ପ୍ରଥମେ ପବ୍ଲିକ୍ ଆପ ଏହି ନ୍ୟୁଜ୍ ପ୍ରସାରଣ କରିଥିଲେ। ତେବେ ଆଜି ତାର ପ୍ରଭାବ ସ୍ୱରୂପ କମ୍ପାନୀ କର୍ତ୍ତୃପକ୍ଷ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛନ୍ତି। ହେମଗିର ବ୍ଲକ୍ ଏନ୍ ଟି ପି ସି ଡୁଳିଙ୍ଗା ଓ ବି ୟାର୍ଡ ପାହାଡ଼ ଯୋଗୁଁ ସାନ ଘୁମୁଡ଼ା ପଞ୍ଚାୟତର ଖୁଣ୍ଟି ଝରିଆ ଗ୍ରାମବାସୀ ଗତ କାଲି ଠାରୁ ଆଜି ସକାଳ 10:30 ପର୍ଯ୍ୟନ୍ତ ପାଣି ଘେରରେ ଥିଲେ। ତେବେ କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ କାମ ଆରମ୍ଭ କରିଛନ୍ତି। ପାଣି ନିଷ୍କାସନ ପାଇଁ ଆରମ୍ଭ ହୋଇଛି କାମ। ଜମି ରହିଥିବା ଜଳ ଓ ଜଳ ସ୍ତରକୁ
Read More News
T & CPrivacy PolicyContact Us