This browser does not support the video element.
କୋରାପୁଟ ସହର: ହତ୍ୟା ଘଟଣାରେ ବୈପାରିଗୁଡା ପୋଲିସ ପକ୍ଷରୁ ଦୁଇ ଭାଇକୁ ଗିରଫ ଜଣେ ଫେରାର କୋରାପୁଟ ଏସପିଙ୍କ ସୂଚନା
Koraput Town, Koraput | Sep 10, 2025
ବୈପାରିଗୁଡା ବ୍ଳକର ଦଣ୍ଡା ବାଡ଼ି ଗ୍ରାମର ସମରୁ ପୁଜାରୀ ଙ୍କୁ ହତ୍ୟା ଅଭିଯୋଗରେ ଅଣ୍ଡରିଯୋଡି ଗ୍ରାମର ହରିଶ୍ଚନ୍ଦ୍ର ଭୁମିଆ ଓ ଭିମସେନ ଭୂମିଆ ଦୁଇ ଭାଇକୁ ଗିରଫ କରି ମୃତ ଦେହକୁ ଡାଲଖାଇ ଜଙ୍ଗଲ ନିକଟରୁ ଉଦ୍ଧାର କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା କୋରାପୁଟ ଏସପି ବୁଧବାର ସନ୍ଧ୍ୟା ୬ଟା ସମୟରେ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଫେରାର ଥିବାବେଳେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।