Download Now Banner

This browser does not support the video element.

କେନ୍ଦୁଝର ସଦର: ଝୁମ୍ପୁରା ବାଇପାସ ଓ ଚକୁଳିଆ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ,୫୦ ଲି. ମଦ ସହ ୨ ଅଟକ,ବାଇକ୍ ଓ ସ୍କୁଟି ଜବତ

Kendujhar Sadar, Kendujhar | Jan 9, 2025
ଆଜି କେନ୍ଦୁଝର ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ପ୍ରାୟ ୪ ଟା ସମୟରେ ଏନଫର୍ସମେଣ୍ଟ ର ଡେପୁଟି ସୂପରିଟେଣ୍ଡେଣ୍ଟ ଓ ଝୁମ୍ପୁରା ଅବକାରୀ ଥାନା ଅଧିକାରୀ ମିଳିତ ଭାବେ ଝୁମ୍ପୁରା ବାଇପାସ୍ ଓ ଚକୁଳିଆ ଅଞ୍ଚଳରେ ଚଢାଉ କରି ୫୦ ଲିଟର ମହୁଲି ମଦ ସହ ଏକ ବାଇକ୍ ଓ ଏକ ସ୍କୁଟି ଜବଦ କରିବା ସହ ୨ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us