ଭୁବନେଶ୍ଵର ସ୍ଥିତ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦାନଗଦି ବ୍ଲକ ଅନ୍ତର୍ଗତ ଓଲ୍ଲଳ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଜେନା, ନାଏବ ସରପଞ୍ଚ ଶ୍ରୀ ବୁଲୁ ପେରାଇ,୧୧ ନମ୍ବର ୱାର୍ଡ ସଦସ୍ୟ ସରୋଜ ଜେନା,୧୨ ନମ୍ବର ୱାର୍ଡ ସଦସ୍ୟ ଅଚ୍ୟୁତ ଜେନା,୧୩ ନମ୍ବର ୱାର୍ଡ ସଦସ୍ୟ ରେଖା ପେରାଇଙ୍କ ସମେତ ଅନ୍ୟଦଳର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି