ଆସନ୍ତାକାଲି ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଦିନିକିଆ କୋକସରା ବ୍ଲକ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି କୋକସରା ବ୍ଲକ ର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଗୁଡ଼ହାଣ୍ଡି ସୁରକ୍ଷା ସମିତି ର ସଭାପତି ରାଜେନ୍ଦ୍ର ନାଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଦାବୀ କରିଛନ୍ତି। ଆସନ୍ତୁ ଶୁଣିବା ସେ କଣ ଦାବୀ କରିଛନ୍ତି।