ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ରାସୋଳ ସନ ରାଇଜ କ୍ଲବ ପକ୍ଷରୁ ଚଳିତ ବର୍ଷ 50ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି । ଏହି ଅବସରରେ ଆଜି ସକାଳ 10ଟା ବେଳେ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ପଞ୍ଚାୟତର ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ମଶାଲ ଶୋଭାଯାତ୍ରାରେ ଗାଁର ଆରାଧ୍ୟ ଦେଵୀ ଦକ୍ଷିଣକାଳୀ ମନ୍ଦିର ଠାରୁ ବାହାରି ହାଟ ପଡିଆ ଠାରେ ପହଂଚିଥିଲେ. ପରେ ଅନୁଷ୍ଠାନିକ ଭାବେ ସ୍ଥାନୀୟ ସରପଞ୍ଚ ଦିବାକର ନାୟକ କ୍ରୀଡା ପତାକକୁ ଉତ୍ତୋଳନ କରିବା ପରେ ବିଭିନ୍ନ କ୍ରୀଡା. ନୃତ୍ୟ ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ. ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନର କର୍ମକର୍ତ୍ତାମା