କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଜୁନାଗଡ଼ ପେକ୍ସ ଅନ୍ତର୍ଗତ ଏକନାଗୁଡା ରେ ଖରିଫ ମଣ୍ଡି ଆଜି ଉଦଘାଟିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଜୁନାଗଡ଼ ପେକ୍ସ ସଭାପତି ସୁଧାଂଶୁ ବରାଡ଼ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଗ୍ରାମ୍ୟ ପୁଝାରୀ ଙ୍କ ପୂଜାର୍ଚନା ପରେ ମଣ୍ଡି ଉଦଘାଟିତ ହୋଇଥିଲା।ଏହି ମଣ୍ଡି ରେ ଦିବ୍ୟ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବା ପାଇଁ ନିଯୁକ୍ତ ରହିଛନ୍ତି।