ବୁଧବାର ସକାଳ ୧୧ ଟା ରେ ଗୋଲାମୁଣ୍ଡା ବ୍ଲକ ଗସ୍ତ କରିଛନ୍ତି ଗାୟତ୍ରୀ ଦତ୍ତ ନାୟକ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ପି.ଆର ଏବଂ ଡି.ଡବ୍ଲୁ. ବିଭାଗର ଯୁଗ୍ମ ସଚିବ । ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରା.ପ ସ୍ଥିତ ସହୀଦ ବିଜେନ୍ଦ୍ର ନାଥ ରାଉତ ଗ୍ରାମୀଣ ପାର୍କ କାର୍ଯ୍ୟର ସମୀକ୍ଷା କରିଥିଲେ ।