ଡଇଁଚା ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଦୃଢ଼ ଆତ୍ମ ବିଶ୍ୱାସ ଏବଂ ଏକାଗ୍ରତା ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଜୀବନ ର ଲକ୍ଷ୍ୟ ରେ ଶୀର୍ଷକୁ ପହଞ୍ଚାଇ ଥାଏ l ଛାତ୍ର ଛାତ୍ରୀ ମାନେ ଦୃଢ଼ ଇଛାଶକ୍ତି ଆତ୍ମ ବିଶ୍ୱାସ ରଖି ଶିକ୍ଷା ଅଧ୍ୟୟନ କରି ଶୀର୍ଷ ଛୁଇଁବାକୁ ଶନିବାର ଦିନ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଡଇଁଚା ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହରେ ଯୋଗଦେଇ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l ଅନୁଷ୍ଠାନର ଅଧ୍ୟକ୍ଷ କ୍ଷୀରୋଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ସମାରୋହରେ ମୁଖ୍