ଦାନଗଦି ବ୍ଲକର ଗରିବ ଜନସାଧାରଣଙ୍କ କିଛି ନାର୍ଯ୍ୟ ଦାବି ଓ ସମସ୍ୟା ସମାଧାନ କରିବା ଦାବିରେ ଏସ_ୟୁ_ସି_ଆଇ_କମ୍ୟୁନିଷ୍ଟ ଦାନଗଦି ଆଞ୍ଚଳିକ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ବିଡିଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ମଙ୍ଗଳାବର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି । ଦାନଗଦି ଆଞ୍ଚଳିକ ସମ୍ପାଦକ ବିଜୟ ଯେନା , ସଂଗଠକ ବିଜୟ ମଲ୍ଲିକ , ରାଧାକାନ୍ତ ଯେନା, ମହେଶ୍ୱର ପୃଷ୍ଟି ,ସୁପାଇ ମାଝୀ ନେତୃତ୍ବରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।