ସୁକିନ୍ଦା: ସୁକିନ୍ଦା ହନୁମାନ ଛକ ପାଖ 53 ନଂ ଜାତୟ ରାଜପଥରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର
Sukinda, Jajpur | Dec 14, 2025 ସୁକିନ୍ଦା ହନୁମାନ ଛକ ପାଖ 53 ନଂ ଜାତୟ ରାଜପଥରେ ବାଇକ ଦୁର୍ଘଟଣାରେ ପିମ୍ପୁଡିଆ ଗ୍ରାମପଞ୍ଚାୟତ ଅଧିନସ୍ଥ ବାଲିଅଞ୍ଜରି ଗ୍ରାମର ଯୁବକ କୁସୁନ ମୁଣ୍ଡା ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ରବିବାର ରାତି 7:30 ମିନିଟ ସମୟରେ ଦେଖିବାକୁ ମିଳିଛି ।