ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ସନରାଇଜ କ୍ଲବର ସୁବର୍ଣ୍ଣ ଜୟନ୍ତୀର ଦ୍ୱିତୀୟ ଦିବସରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଭିନ୍ନ ବର୍ଗରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରାଯାଇଥିଲା। ସନ୍ଧ୍ୟାରୁ ଓଡ଼ଶୀ ନୃତ୍ୟ ଏବଂ ପାରମ୍ପରିକ ଘୋଡା ନାଚ ଦର୍ଶକଙ୍କ ମନ ମୋହିଛି. ଅଂଚଳର ସହ ସହ ଦର୍ଶକମାନେ ଏହାକୁ ଉପଭୋଗ କରିଥିଲେ. ପ୍ରତିଯୋଗିତା ମଧ୍ୟରେ ଲଙ୍ଗ ଜମ୍ପ. ହାଇ ଜମ୍ପ. କବାଡି. ମୁ୍ୟୁଜିକ ଚେୟାର. ବକ୍ତୃତା. ଚିତ୍ରାଙ୍କନ ହୋଇଥିଲା | ରାସୋଳ ପଂଚାୟତ ମଧ୍ୟରେ ଥିବା ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଆଗ୍ରହୀ ଯୁବକ ଯ