ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁଖଜୁରୀପଡ଼ା ଥାନା ଅନ୍ତର୍ଗତ ଖୁସି ଢ଼ାବା ନିକଟରେ ଜଣେ ବାଇକ୍ ଆରୋହୀ ଦୁର୍ଘଟଣା ହୋଇ ମୃତ୍ୟୁ ବରଣ କରିଛନ୍ତି ।ସୂଚନା ମୁତାବକ ଦଳ ପଡା ପଞ୍ଚାୟତର ବ୍ରଡି ଗୁଡ଼ା ଗ୍ରାମର ପ୍ରସନ୍ନ କୁମାର କହଁରଙ୍କ ପୁଅ ଆଲୋକ କହଁର (୨୫) କୌଣସି କାମରେ ଖଜୁରୀପଡ଼ା ଯାଇ ସେଠାରୁ ଫୁଲବାଣୀ ଓଡି ୧୨ ଡି ୫୪୩୪ ଗ୍ଲାମର ବାଇକରେ ଯାଉଥିବା ବେଳେ ଖୁସି ଢ଼ାବା ତେନ୍ତୁଳି ବାଙ୍କରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ସେଠାରେ ପଡ଼ି ରହିଥିଲା ।ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖଜୁରୀପଡ଼ା ମେଡିକାଲ ଆଲୋକକୁ ନେଇଥିଲା ।ସେଠାରେ ଡାକ୍ତର ତାଙ୍କୁ