ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜମିହରା ପ୍ରଜା ସଂଘ ନିଯୁକ୍ତିଦାଦିରେ ଆମରଣ ଅନଶନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସଦାଶିବ ପୁର ଗ୍ରାମପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲିକ ଯୋଗଦେଇ କମ୍ପାନୀ ଯୋଗୁଁ ହେଉଥିବା ସମସ୍ୟାକୁ ନେଇ ଆଜି ଦିନ ୨ଟାରେ କ୍ଷୋଭ ପ୍ରକାଶ କଲେ।