Public App Logo
Profile Picture

ପୁରୀ ହାଲଚାଲ

@rjpinntu
6052Followers
3926Following
ଗଡିଶାଗଦା: କଉଡିଖଣି ଗ୍ରାମର ଗତକାଲି ମକରା ନଦୀରୁ ଉଦ୍ଧାର ହୋଇଥିବା ମୂର୍ତ୍ତ ଯୁବକ ପରିବାରକୁ ଭେଟିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ ।
ଗଡିଶାଗଦା: ଅଡାଲ ନିକଟରେ ଗତକାଲି ମକରା ନଦୀରେ ନିଖୋଜ ଥିବା ଯୁବକ ମୂର୍ତ୍ତ ଅବସ୍ଥାରେ ଉଦ୍ଧାର ।
ଗଡିଶାଗଦା: କଉଡିଖଣି ସ୍ଥିତ ମକରା ନଦୀରେ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ମତ୍ସଜୀବୀ ନିଖୋଜ
ଗଡିଶାଗଦା: ବକୁ ଠାରେ ସୌମ୍ୟା ରଞ୍ଜନ ପଟନାୟକଙ୍କୁ ବିଜେଡ଼ି ବହିଷ୍କୃତ କୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ନେତା କୃଷ୍ଣ ଜଗଦେଵ ।
ଗଡିଶାଗଦା: ବୈଦ୍ୟନାଥପାଟଣା ଗ୍ରାମରେ ଥିବା ବାବା ବୈଦ୍ୟନାଥ ଦେବଙ୍କ ମନ୍ଦିରରେ ୧୦ ପୁଟୁର ପାଣି,ପ୍ରତିକ୍ରିୟା ରଖିଲେ ପୂଜକ ।
ଗଡିଶାଗଦା: ଦୋକନ୍ଦା ଗ୍ରାମରେ ପଶିଲା ଦୟାନଦୀର ବନ୍ୟା ଜଳ
ଗଡିଶାଗଦା: କଣାସରେ ବନ୍ୟା ଜଳରେ ବୁଡ଼ିଲା ୩ଟି ପଞ୍ଚାୟତର ଶତାଧିକ ଏକର ଚାଷ ଜମି, ପ୍ରତିକ୍ରିୟା ରଖିଲେ ଚାଷୀ
ଗଡିଶାଗଦା: କଣାସ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲାକୁ ନେଇ ମତ ରଖିଲେ ବ୍ଲକ ଅଧ୍ୟକ୍ଷା ଓ ବିଜେଡି ସମର୍ଥିତ ସମିତି ସଭ୍ୟା
ଗଡିଶାଗଦା: କଣାସ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଧାରଣାସ୍ଥଳରେ ପ୍ରତିକ୍ରିୟା ରଖିଲେ ବ୍ଲକ ଶିକ୍ଷକ ସଂଘ ସମ୍ପାଦକ
ଗଡିଶାଗଦା: ନୂଆଗାଁ ଠାରେ ଦୟାନଦୀରୁ ବସ୍ତା ଭିତରେ ହାତଗୋଡ଼ ବନ୍ଧା ଥିବା ଅଜଣା ଯୁବତୀର ମୃତଦେହ ଉଦ୍ଧାର
ଗଡିଶାଗଦା: ପନାକ୍ଷୀରି ଗ୍ରାମରେ ହାତରେ ଖଣ୍ଡା, କଟୁରି ଓ ଠେଙ୍ଗା ଧରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଭିଡ଼ିଓ ଭାଇରାଲ, ଥାନାରେ ଏତଲା
ଗଡିଶାଗଦା: ବିଜିପୁରୁ ଛକରେ କାର ଦୁର୍ଘଟଣା, ଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି
ଗଡିଶାଗଦା: ଜଙ୍କିଆ ଗଡ଼ସାହି ଛକ ନିକଟ ଏକ ଭଡାଘରୁ ଭଦ୍ରକ ଜିଲ୍ଲାର ନିଖୋଜ ନାବାଳିକାଙ୍କୁ ଉଦ୍ଧାର କଲା କଣାସ ପୋଲିସ
ଗଡିଶାଗଦା: କଣାସ ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଗଣ ଆନ୍ଦୋଳନ ସହ ଅହୋରାତ୍ର ଧାରଣା
ଗଡିଶାଗଦା: ଗଡଖାରଦଠାରେ କଣାସ ବ୍ଲକ ସ୍ତରୀୟ ଓଡିଶା ମୋଟର ଚାଳକ ସଂଘର ନୂତନ ସଙ୍ଗଠନ ଗଠିତ
ଗଡିଶାଗଦା: ଚୁପୁରିଙ୍ଗ ଛକ ଠାରେ ଗତ ଅଗଷ୍ଟ 11 ତାରିଖ ବିଳମ୍ବିତ ରାତିରେ ହୋଇଥିବା ବାଇକ ଦୁର୍ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ
ଗଡିଶାଗଦା: ହରସପଡ଼ା ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଜଣେ ମହିଳା ଗୁରୁତର
ଗଡିଶାଗଦା: ମନ୍ଦାରବସ୍ତ ଠାରେ ବାଇକ ଦୁର୍ଘଟଣାରେ ଯୁବକ ଗୁରତର, ହସ୍ପିଟାଲରେ ଭର୍ତ୍ତି
ଗଡିଶାଗଦା: କଣାସ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ସ୍କୁଟିକୁ ପିଟିଲା ବାଇକ, ସ୍ୱାମୀ ଓ ସ୍ତ୍ରୀ ଗୁରୁତର
ଗଡିଶାଗଦା: ଦୟାବିହାର ଦୟାନଦୀ କୂଳରେ ନିର୍ମାଣ ଚାଲିଥିବା ମେଗା ପ୍ରକଳ୍ପ ଟାଙ୍କିରୁ ଖସି ପଡ଼ିବାରୁ ଷଣ୍ଢ ପେଟରେ ପଶିଲା ପାଇପ
ଗଡିଶାଗଦା: ବେଣାଗାଁ ନିକଟ ବରୁଣେଇ ବ୍ରିଜି ସ୍ଥିତ ଆରଦାଙ୍ଗା କେନାଲ ରାସ୍ଥର ଗଛରୁ ଯୁବକଙ୍କ ଝୁଲନ୍ତା ମୂର୍ତ୍ତ ଦେହ ଉଦ୍ଧାର ।
ଗଡିଶାଗଦା: ବେହେଣ୍ଟା ଠାରେ ଦୟାନଦୀ ବନ୍ଧର ନିର୍ମାଣ ଅନିୟମିତତା ଯୋଗୁ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ ।
ଗଡିଶାଗଦା: କଣାସ ରେ ୨ଟି ଜାଗାରେ ଅବକାରୀ ବିଭାଗର ଚଢ଼ାଉ ,ଦେଶୀ ମଦ ସହ ଦୁଇଜଣ ଅଭିଯୁକ୍ତ ଗିରଫ ।
ଗଡିଶାଗଦା: ୫-ଟି ସଚିବଙ୍କୁ କାଳିମାଡ଼ କରିଥିବା କଣାସ ହରିପୁର ଗ୍ରାମର ଭାସ୍କର ଚନ୍ଦ୍ର ସାହୁ ରଖିଲେ ପ୍ରତିକ୍ରିୟା
ଗଡିଶାଗଦା: ହରିପୁରଠାରେ ପ୍ରତିକ୍ରିୟା ରଖିଲେ 5T ସଚିବଙ୍କୁ କାଳି ମାଡ଼ କରିଥିବା ଭାସ୍କର ଚନ୍ଦ୍ର ସାହୁଙ୍କ ପତ୍ନୀ