Public App Logo
Profile Picture

Pradeep Padhi

@pradeep.press2011
69530Followers
8Following
ପୁଟାସିଂ: ବିଭିନ୍ନ ସମସ୍ୟା ନେଇ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଧାରଣା ଦେଲେ ବିକ୍ରମପୁରସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ
ପୁଟାସିଂ: ଡଙ୍ଗାସିଲି ଠାରେ ଛାତ୍ରୀଙ୍କୁ ବଳାତ୍କାର,ଗୁଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ବିଜେପିର ଜିଲା ଉପ ସଭାପତି ୱାଇ.ଗଣପତିଙ୍କ ପ୍ରେସ ମିଟ୍
ପୁଟାସିଂ: ଗୁଣପୁର ରକ୍ତଭଣ୍ଡାର ଠାରେ ସ୍ଥାନୀୟ କଲେଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ପୁଟାସିଂ: ତରାମାଳ ଠାରୁ ଗଙ୍ଗାପୁର ଛକ ରାସ୍ତା ଅବସ୍ଥା ଶୋଚନୀୟ, ଦୃଷ୍ଟି ଦେବାକୁ ଦାବି
ପୁଟାସିଂ: ଆଦିବାସୀ ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ଗୁଣପୁରର ବାଇପାସ ଛକ ସ୍ଥିତ ନାଗ ଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ ଅନୁଷ୍ଠିତ
ପୁଟାସିଂ: ବଙ୍ଗାଳୀଗୁଡା ଗ୍ରାମବାସୀଙ୍କୁ ବେଦଖଲ ନକରିବାକୁ ନେଇ କଂଗ୍ରେସ ପକ୍ଷରୁ ରାମନାଗୁଡା ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ
ପୁଟାସିଂ: ଗୁଣପୁରର ବିଭିନ୍ନ ସ୍ଥାନରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା
ଅନୁଷ୍ଠିତ
ପୁଟାସିଂ: ଗୁଣପୁର ଅଞ୍ଚଳର ଅଭିନାସ ଗମାଙ୍ଗ ହେଲେ ରାଜ୍ୟ ଯୁବ କଂଗ୍ରେସର ପ୍ରବକ୍ତା
ପୁଟାସିଂ: ବିଭିନ୍ନ ଦାବି ନେଇ ଅଲ ଓଡ଼ିଶା ଇପିଏଫ ପେନସନରର୍ସ ଆସୋସିଏସନ ଜିଲ୍ଲା ଶାଖା ପକ୍ଷରୁ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା
ପୁଟାସିଂ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଗୁଣପୁରରେ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ ଦଳୀୟ କର୍ମୀ
ପୁଟାସିଂ: ଗୁଣପୁର ଉପଖଣ୍ଡର ବିଭିନ୍ନ ସମସ୍ୟା ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସିପିଆଇ ଏମଏଲ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ପ୍ରତିବାଦ
ପୁଟାସିଂ: ମାଠିଆ ସାହି ରାସ୍ତାରେ ଦିନଦ୍ୱିପ୍ରହରରେ ଠିକାଦାରଙ୍କ ଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
ପୁଟାସିଂ: ଗୁଣପୁର, ପଦ୍ମପୁର, ରାମନାଗୁଡା ଅଞ୍ଚଳରୁ ଚୋରି ଘଟଣାରେ ୩ ଜଣ ଗିରଫ ସହ ସାମଗ୍ରୀ ଜବତ ନେଇ ଥାନାରେ ସୂଚନା ଦେଲେ ଆଇଆଇସି
ପୁଟାସିଂ: ଗୁଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ସଂଘର ଧାରଣା
ପୁଟାସିଂ: ସନାତନ ଧର୍ମକୁ ଅପମାନ ବିରୋଧରେ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
ପୁଟାସିଂ: ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ସଦଭାବନା ଗୃହ ଠାରେ 'ମୁଁ ବି ମିତା' ଅଭିଯାନର ଶୁଭାରମ୍ଭ
ଗୁଣୁପୁର: ଗୁଣପୁର ଆଦର୍ଶ ବିଦ୍ୟାଳୟ ଛକ ନିକଟରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ
ପୁଟାସିଂ: ଗୁଣପୁର ବଡଦାଣ୍ଡରେ ଡ୍ରେନ ନିର୍ମାଣ ପାଇଁ ଜାଗା ଚିହ୍ନଟ ସମୟରେ ଉତ୍ତେଜନା ପ୍ରକାଶ
ପୁଟାସିଂ: ଗୁଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
ପୁଟାସିଂ: ନେତାଜୀ ଉଚ୍ଚ ବିଦ୍ୟାଳୟ ଚିନାସାରି ଠାରେ କଳା ବ୍ୟାଚ ପିନ୍ଧି ଗୁରୁ ଦିବସ ପାଳନ କଲେ ଶିକ୍ଷକ
ପୁଟାସିଂ: ଗୁଣପୁର ସେବା ସମାଜ ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
ପୁଟାସିଂ: ଗୁଣପୁର ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ନୂତନ କୋଠା ଉଦଘାଟିତ
ପୁଟାସିଂ: ରାମନାଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ
ପୁଟାସିଂ: ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ପୁଟାସିଂ: ଗୁଣପୁର ପୌରପରିଷଦ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ