Public App Logo
Profile Picture

Head quarters News

@crimereportbhadrak
24861Followers
3Following
ଭଦ୍ରକ ଗ୍ରାମାଞ୍ଚଳ: ସଂସ୍କୃତି ଭବନରେ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଗବେଷକ ଜଗନ୍ନାଥ ପଟ୍ଟନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ସରକାର ବାବା ନବମ ଉତ୍ସବ ନିମନ୍ତେ ଖାନକା ନିକଟରେ ପହଞ୍ଚି ପୂର୍ବ ପ୍ରସ୍ତୁତି ନେଇ ସ୍ଥିତି ସମୀକ୍ଷା କଲେ ସଦର ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ଓଡି଼ଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭୁବନେଶ୍ୱର ଠାରେ  ସାକ୍ଷାତ କଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ
ଭଦ୍ରକ ଗ୍ରାମାଞ୍ଚଳ: ଯୁବ ଯାଦବ ମହାସଂଘ ପକ୍ଷରୁ ଯାଦବ ସମାଜକୁ ରେଜିମେଣ୍ଟରେ ଯୋଡ଼ାଯିବା ପାଇଁ ସଦର ଠାରେ ସାଇକେଲ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା ଓଲଙ୍ଗ OAVS ଠାରେ ଜିଲ୍ଳା  ସ୍ତରୀୟ ଫାଉଣ୍ଡେସନ ଦିବସ ପାଳନ ହୋଇଯାଇଛି
ଭଦ୍ରକ ଗ୍ରାମାଞ୍ଚଳ: ୧୬ ନମ୍ବର ଜାତୀୟ ରାଜପଥ ଡାହାଣିଗଡିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଭଦ୍ରକ ଗ୍ରାମାଞ୍ଚଳ: ବିଧାୟକଙ୍କ ଦ୍ବାରା ସହିଦନଗର ସ୍କୁଲରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଉଦଘାଟିତ
ଭଦ୍ରକ ଗ୍ରାମାଞ୍ଚଳ: ଚରମ୍ପା ପଗଡ ଠାରେ ବିଦ୍ୟୁତ କର୍ମଚାରୀ ହୁକ ପକାଇ ହିଟର ଜାଳିବା ଘଟଣାରେ ଚରମ୍ପା ବିଦ୍ୟୁତ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା
ଧାମନଗର: ସ୍ଥାନୀୟ ବଜାର ଠାରେ ବେଙ୍ଗାଲୁରୁରୁ ଆସିଥିବା ଡିଜେ ଗାଡ଼ିକୁ ସିଜ କଲେ ଧାମନଗର ଥାନାଧିକାରୀ
ଭଦ୍ରକ ଗ୍ରାମାଞ୍ଚଳ: ଗଣେଶ ଭସାଣିରେ ଡିଜେ ବାଜିବାରୁ ୨ଟି ଗାଡ଼ି ନରିପୁର ଓ ଆରଡ଼ି ଛକ ଠାରେ ଟାଉନ ଓ ରୁରାଲ ଥାନା ରଖିଛି ଅଟକ
ଭଦ୍ରକ ଗ୍ରାମାଞ୍ଚଳ: ସାଂସ୍କୃତିକ ଭବନରେ ଅନୁଷ୍ଠିତ ଡ଼ଃ ହରେକୃଷ୍ଣ ମହତାବଙ୍କ ସ୍ମୃତି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଧାମନଗର ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ବଙ୍କସାହି ଠାରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ଘରେ ଗଣେଶ ପୂଜା ଅବସରରେ ବନ୍ଧୁ ମିଳନ ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ସଦରରେ ବିଶ୍ଵକର୍ମା ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ଧଳାଜହର କାରବାର ବନ୍ଦ କରିବା ନେଇ ବ୍ଲକ ପରିସରରେ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଳାପାଳଙ୍କୁ ଦାବି ଜଣାଇଲେ ବାଙ୍କା ମହଲା ସରଦାର ଓ ଗ୍ରାମବାସୀ
ଭଦ୍ରକ ଗ୍ରାମାଞ୍ଚଳ: ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ଅସୁରାଳି ଠାରେ ବିଶ୍ଵକର୍ମା କାଠ କାରିଗର ମହାସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ଜିଲ୍ଲା ବିଜେପି ପକ୍ଷରୁ ମା' ବଙ୍କବାସୁଳୀଙ୍କ ଠାରେ ହୋମ ଯଜ୍ଞ ସହ ପୂଜାର୍ଚ୍ଚନା
ଭଦ୍ରକ ଗ୍ରାମାଞ୍ଚଳ: ପ୍ରଧାନମନ୍ତ୍ରୀଙ୍କ ୭୩ ତମ ଜନ୍ମ ଦିବସରେ ଜଗଦଳପୁର ସ୍ଥିତ ମା' ଦକ୍ଷିଣଚଣ୍ଡୀ ମନ୍ଦିରରେ ଗ୍ରାମବାସୀଙ୍କ ପକ୍ଷରୁ ୭୩ଟି ଦୀପଦାନ
ଭଦ୍ରକ ଗ୍ରାମାଞ୍ଚଳ: ୩ ଦଫା ଦାବିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା
ଭଦ୍ରକ ଗ୍ରାମାଞ୍ଚଳ: ଅବଦଲାପୁର ଗାଁରେ ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଆନ୍ଦୋଳନ, ରଖିଲେ ପ୍ରତିକ୍ରିୟା
ଭଦ୍ରକ ଗ୍ରାମାଞ୍ଚଳ: ପୌରପାଳିକା ବାର୍ଷିକ ଅଧିବେଶନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ପୌର ଅଧ୍ଯକ୍ଷାଙ୍କ ପ୍ରତିକ୍ରିୟା
ଭଦ୍ରକ ଗ୍ରାମାଞ୍ଚଳ: ଧାମନଗରର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପିତାଙ୍କ ପରଲୋକ ଖବର ପାଇ ବନ୍ତ ଛକଠାରେ ପରିବାରକୁ ଭେଟି ସମବେଦନା ଜଣାଇଲେ ସାଂସଦ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଲୋକନାଥ ମନ୍ଦିର ଠାରେ ସନଲାଇଟ ଡ୍ରାଏ କ୍ଲିନ ଉଦଘାଟନୀ ଉତ୍ସବରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ବବି ମିଶ୍ର
ଭଦ୍ରକ ଗ୍ରାମାଞ୍ଚଳ: କୋରକୋରା ନିକଟସ୍ଥ କାନ୍ତକବି ଲକ୍ଷ୍ମୀକାନ୍ତ ମେମୋରିଆଲ୍ ପାର୍କର ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ
ଭଦ୍ରକ ଗ୍ରାମାଞ୍ଚଳ: ମା' ଭଦ୍ରକାଳୀଙ୍କ ଦର୍ଶନ କରି ଜନସମାଜର ମଙ୍ଗଳ କାମନା ନେଇ ମା'ଙ୍କ ନିକଟରେ ପ୍ରାର୍ଥନା କଲେ ଭଦ୍ରକ ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ମୁଚିଛକ ଠାରୁ ଭଦ୍ରକାଳୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଅବ୍ୟବସ୍ଥା ନେଇ ଆନ୍ଦୋଳନ, ଯୋଗଦେଲେ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି