Public App Logo
Profile Picture

**କୋମନା ବ୍ଲକ ଟପ ସମାଚାର**

@nadighos
93668Followers
713Following
କୋମନା: ଭେଲା ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରତିକ୍ରିୟା ରଖିଲେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
କୋମନା: ପେଣ୍ଡରାବନ୍ଦ ନିକଟରେ ବାଇକରୁ ପଡ଼ି ଜଣେ ମହିଳା ମୃତ
କୋମନା: କୋମନା ବ୍ଲକର ସମସ୍ତ ଗାଁରେ ପଶ୍ଚିମ ଓଡିଶାର ଗଣ ପର୍ଵ ନୂଆଖାଇ ପାଳିତ
କୋମନା: ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଗେରୁଜୋର ଗ୍ରାମର ଗୋଟିଏ ପରିବାରର ୪ସଦସ୍ୟ ଗୁରୁତର
କୋମନା: ତିଖାଲୀ ଜଳସେଚନ ପ୍ରକଳ୍ପ ପାଣିରେ ପେଣ୍ଡରାବନ ଗ୍ରାମର ପାଞ୍ଚ ପରିବାର ଜଳବନ୍ଦୀ,  ଅସନ୍ତୋଷ ଲୋକେ
କୋମନା: ତରବୋଡ଼ରେ ଆୟୋଜିତ ନିର୍ମାଣ ଶ୍ରମିକ ଶିବିରରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
କୋମନା: ବିଭିନ୍ନ ଦାବୀ ପୂରଣ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କୋମନା ବିଇଓ ଅଫିସ ସମ୍ମୁଖରେ ଧାରଣା
କୋମନା: ଦରଲୀପଡା ସେବାଶ୍ରମ ବିଦ୍ୟାଳୟରେ ପିଏପି ସଭା ଅନୁଷ୍ଠିତ
କୋମନା: ପିଡିଏସ ଚାଉଳ ଦାବିରେ ରଜନା ପଞ୍ଚାୟତବାସୀଙ୍କ ବ୍ଲକ ଘେରାଉ
କୋମନା: କୋମନା ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ନୂଆପଡା: ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ନେଇ କୋମନାରେ ଜିଲ୍ଲାପାଳଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଦେଲେ କୋମନା ସରପଞ୍ଚ
ନୂଆପଡା: ଗଙ୍ଗଦେଇ ପଡ଼ାରେ ଜିଲ୍ଲାସ୍ତରୀୟ ଅଙ୍ଗନବାଡି କର୍ମୀ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
କୋମନା: ଘାଟିପଡା ସ୍ଥିତ ଶ୍ରୀ ସାଇ କଲେଜରେ ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, ଯୋଗଦେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
କୋମନା: ଛତା ଗ୍ରାମରେ ବିଜେପିର   ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋମନା: ମେଣ୍ଢାଟାଲ ହାଇସ୍କୁଲରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ
କୋମନା: କୋମନାରେ ଆୟୋଜିତ ନବଦୁର୍ଗା ପୂଜାର ମୂର୍ତି ନିର୍ମାଣ ପାଇଁ ମାଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋମନା: କୋମନା ସହରର ଭିନ୍ନ ଭିନ୍ନ ସ୍ଥାନରୁ ଦୁଇଟି ବିଷାକ୍ତ ନାଗସାପ ଉଦ୍ଧାର
କୋମନା: ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ପଏଁର ଗ୍ରାମ ପଞ୍ଚାୟତ ଘେରିଲା ବିଜେପି
କୋମନା: ବିଜେପି ପକ୍ଷରୁ ବୁଦ୍ଧିକୋମନା ପଞ୍ଚାୟତ ଘେରାଉ
କୋମନା: ବିଭିନ୍ନ ସମସ୍ୟା ନେଇ ପେଣ୍ଡରାବନ ପଞ୍ଚାୟତ ପରିସରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ
କୋମନା: ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ମାଓ ଗତିବିଧି ଉପରେ ଅନୁଧ୍ୟାନ କଲେ ପୋଲିସ ଡିଜି ସୁନୀଲ ବଂଶଲ
କୋମନା: ଜଡ଼ାମୁଣ୍ଡା ଗାଁରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
କୋମନା: ବୁଦ୍ଧିକୋମନା ଗାଁରେ ଦିବ୍ୟାଙ୍ଗ ଏସଏଚଜି ଗ୍ରୁପ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋମନା: ବିଶିବାହାଲ ଗାଁର ଏକ ଚାଷ ଜମିରେ ଥିବା ଘରୁ ୨ଟି ନାଗ ସାପ ଉଦ୍ଧାର
କୋମନା: କାଣ୍ଡେତରା ଗାଁରେ ଅଘଟଣ, ସ୍ୱାମୀର ପରକିଆ ପ୍ରୀତି ସନ୍ଦେହରେ ସ୍ତ୍ରୀର ତଣ୍ଟି ଚିପି ମାରିଲା ସ୍ୱାମୀ