Public App Logo
Profile Picture

manoj kumar

@manoj81461
26785Followers
123Following
ତରାଶିଙ୍ଗୀ: ବେଙ୍ଗ ସାହିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଥାନାରେ ମାମଲା ରୁଜୁ
ତରାଶିଙ୍ଗୀ: ମୁଜାଗଡ଼ ସରପଞ୍ଚ ଦେଖାଇଲେ ମାନବିକତା, ବୃଦ୍ଧାଙ୍କ ମୃତ୍ୟୁ ପରେ ସରପଞ୍ଚ କଲେ ଶେଷକୃତ
ତରାଶିଙ୍ଗୀ: ସୋରଡ଼ା ଅଞ୍ଚଳରେ RRT ଟିମ ପକ୍ଷରୁ ମେଡ଼ିସିନ କିଟ ବଣ୍ଟନ
ତରାଶିଙ୍ଗୀ: ବାଉଁଶଲୁଣ୍ଡି ଗ୍ରାମରେ କୋରୋନା ଆଣ୍ଟିଜେନ ପରୀକ୍ଷା ଆରମ୍ଭ
ତରାଶିଙ୍ଗୀ: ବ୍ରଜଗଡ଼ ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ତରାଶିଙ୍ଗୀ: କରୋନା କଟକଣା:ଏ ବର୍ଷ ବେଲଗୁଣ୍ଠାରେ ହେବନାହିଁ ପ୍ରସିଦ୍ଧ ମାଁ ବ୍ରାହ୍ମଣୀ ଦେବୀ ଯାତ୍ର
ତରାଶିଙ୍ଗୀ: ରାଜନପାଲ୍ଲୀ -ବେଲଗୁଣ୍ଠା ରାସ୍ତାରେ ମୋଟର ସାଇକେଲ ଦୁର୍ଘଟଣା, ୨ ଜଣ ଯୁବକ ଗୁରୁତ୍ତର ଆହତ
ତରାଶିଙ୍ଗୀ: କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଭଞ୍ଜନଗର ଅଞ୍ଚଳରେ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ
ତରାଶିଙ୍ଗୀ: କୋଭିଡ କଟକଣାରେ ସୋରଡ଼ାରେ ମୁସଲିମ ସାମ୍ପ୍ରଦାୟର ଲୋକେ ଆଜି ଇଦ ପାଳନ କଲେ
ତରାଶିଙ୍ଗୀ: ସୋରଡ଼ାକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ଗାଇଡଲାଇନ ଜାରି କଲା ପ୍ରଶାସନ
ତରାଶିଙ୍ଗୀ: ବଡଦାଣ୍ଡ ସାହିରୁ କୃଷ୍ଣସାର ହରିଣ ଉଦ୍ଧାର
ତରାଶିଙ୍ଗୀ: ୨ଟିଭୋଜି ସ୍ଵପ୍ନେଶ୍ଵର ସାହିର କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ରୁମାଗଡ଼ ଗ୍ରାମର ପ୍ରଶାନ୍ତ ଭୂୟାଁ ଅମାନିଆଙ୍କ ଠାରୁ ୧୯ହଜାର ଟଙ୍କା ଜରିମାନା ଆଦାୟ
ତରାଶିଙ୍ଗୀ: ପୋଲିସ ପକ୍ଷରୁ ଜିଲୁଣ୍ଡିରେ ଚଢାଉ: ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ, ଜଣେ ଗିରଫ
ତରାଶିଙ୍ଗୀ: ଦାରିଙ୍ଗବାଡି ଗ୍ରାମ ନିକଟରେ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ 8ଜଣ ଆହତ
ତରାଶିଙ୍ଗୀ: ଆଜି ବୁଗୁଡ଼ା ସାମ୍ବାଦିକ ମାନଙ୍କୁ ମଧ୍ୟାନ ୧୨ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟୀକାକରଣ ବ୍ୟବସ୍ଥା
ତରାଶିଙ୍ଗୀ: ଭଞ୍ଜନଗର ଉପଜିଲ୍ଲାପାଳଙ୍କ ମହାନିୟତା, ଶବଶତ୍କାର କଲେ ଉପଜିଲ୍ଲାପାଳ ଏବଂ କର୍ମଚାରୀ
ତରାଶିଙ୍ଗୀ: ଗଞ୍ଜାମ ଜିଲ୍ଲା ହୁମାନରାଇଡସ୍ ଅର୍ଗାନାଇଜେସନର ସଂଯୋଜକ ପି.ସିମାଞ୍ଚଳ ପାତ୍ର ବିଭିନ୍ନ ଗ୍ରାମାଞ୍ଚଳରେ ବୁଲି ମାକ୍ସ,ସାବୁନ ଓ ସାନିଟାଇଜର ବଣ୍ଟନ
ତରାଶିଙ୍ଗୀ: ଭଞ୍ଜନଗର ଡ଼ିସିଏଚସି ଚିକିତ୍ସାଳୟରେ ଦୁଇ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସତ୍କାର କଲେ ହେଲପିଙ୍ଗ ହ୍ୟାଣ୍ଡ ସଙ୍ଗଠନର ସଦସ୍ୟ
ତରାଶିଙ୍ଗୀ: ଭଞ୍ଜନଗରରେ କାର୍ଯ୍ୟରତ ସାମ୍ବାଦିକ ନେଲେ କୋଭିଡ ଟିକା
ତରାଶିଙ୍ଗୀ: ମାଟିଆସାହି ଗ୍ରାମରେ କୂଅରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର
ତରାଶିଙ୍ଗୀ: ସୋମରଡ଼ା ଗ୍ରାମର ୨ ଅସହାୟ ଦିବ୍ୟlଙ୍ଗ ଭାଇଭଉଣୀଙ୍କୁ ସହଯୋଗର ହାତ ବଡ଼ାଇଲା ବିପଦର ବନ୍ଧୁ ଅନୁଷ୍ଠାନ
ତରାଶିଙ୍ଗୀ: ଭଞ୍ଜନଗର ଖାଲସିସାହି ମୁଖ୍ୟ ରାସ୍ତା ଉପରେ ଟ୍ରକ ତଳେ ଚାପି ହୋଇ ବାଇକ ଚାଳକ ଗୁରୁତର
ତରାଶିଙ୍ଗୀ: ଜଗନ୍ନାଥ ପ୍ରସାଦ ରେଡ କ୍ରସ ସ୍ବେଛାସେବୀ କଲେ ପିପିଟି କୀଟ ପିନ୍ଧି ଶବଦାହ
ତରାଶିଙ୍ଗୀ: କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ ତରଫରୁ ଟୀକା ନେବା ପୂର୍ବରୁ ରକ୍ତଦାନ
ତରାଶିଙ୍ଗୀ: ଭଞ୍ଜନଗର ରକ୍ତ ଭଣ୍ଡାରରେ ରକ୍ତଦାନ କରି ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ସାମ୍ବାଦିକ