Public App Logo
Profile Picture

BANGOMUNDA NEWS

@gaon_halchal
1413Followers
39Following
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଙ୍ଗୋମୁଣ୍ଡା: ଗୋହିରାପଦର ଗ୍ରାମର ପୂଜା ମଣ୍ଡପରୁ ଗଣେଶ ମୂର୍ତ୍ତି ଚୋରି ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ
ବଙ୍ଗୋମୁଣ୍ଡା: ବ୍ଲକ ମିଶନ ଶକ୍ତି ଗୃହଠାରେ ଜିଲ୍ଲାସ୍ତରୀୟ ମିଲେଟ କୁକିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗ ଦେଲେ ବିଡିଓ
ବଙ୍ଗୋମୁଣ୍ଡା: ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ବ୍ଲକର ଦ୍ୱାରସ୍ଥ ହେଲେ ଧୁଣ୍ଡିମହୁଲ ଗ୍ରାମର ବୃଦ୍ଧ ଓ ବୃଦ୍ଧା
ବଙ୍ଗୋମୁଣ୍ଡା: ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟଠାରେ ବ୍ଲକସ୍ତରୀୟ ପୋଷଣ ମାସ ପାଳନ ମହୋତ୍ସବ ଅନୁଷ୍ଠିତ, ଯୋଗ ଦେଲେ ବିଡିଓ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ସତ୍ୟ ମହିମା ଆଶ୍ରମ ଠାରେ କାଁଥି ସାହିତ୍ୟ ବାଟର ଛାଏଁରାର ପୁନଃ ଉନ୍ମୋଚନ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଚଉଷଠି ଯୁଗନୀ ସାହିତ୍ୟ କଲା ପରିଷଦ ପକ୍ଷରୁ ୫ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ସତ୍ୟ ମହିମା ଆଶ୍ରମ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ କେନ୍ଦୁଝର ଜିଲ୍ଲାର ଉପଜିଲ୍ଲାପାଳ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଝାଙ୍କରପଡା ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଉତ୍ସବ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଙ୍ଗୋମୁଣ୍ଡା: ଗୋହିରାପଦର ଗ୍ରାମରେ ଏକତ୍ର ନବାନ୍ନ ଭକ୍ଷଣ କଲେ ୧୧ ପରିବାରର ଶତାଧିକ ସଦସ୍ୟ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡାର  ମାର୍କେଟ କମ୍ପ୍ଲେକ୍ସର ଏକ ଦୋକାନରୁ ଛାତ ଅତଡା ଖସିଲା,ଅଳ୍ପକେ ବର୍ତିଲେ ଦୋକାନୀ
ବଙ୍ଗୋମୁଣ୍ଡା: ରାଣୀପୁର ଝରିଆଲ ଠାରେ ଆପ୍ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଚାରିଛକ ନିକଟସ୍ଥ ସିମେଣ୍ଟ ଦୋକାନରେ ଜିଏସଟି ବିଭାଗର ଚଢ଼ାଉ ସହ କାଗଜପତ୍ର ଯାଞ୍ଚ
ବଙ୍ଗୋମୁଣ୍ଡା: ହନୁମାନ ମନ୍ଦିର ପଡ଼ାରେ ଶିକ୍ଷକଙ୍କ ଘରୁ ୧୦ ଭରି ସୁନା ଓ ୩୦ ହଜାର ଟଙ୍କା ଚୋରି ନେଇ ଥାନାରେ ଅଭିଯୋଗ
ବଙ୍ଗୋମୁଣ୍ଡା: ତୁରେକେଲାରେ ଉତ୍କଳ କନ୍ଧ ସମାଜ ବଡ଼ ବୁଡୁକା ପ୍ରଗଣା ଭବନ ଉଦଘାଟିତ
ବଙ୍ଗୋମୁଣ୍ଡା: ବଜ୍ରାଘାତରେ ଚିନ୍ଦାଗୁଡା ଗ୍ରାମରେ ବଳଦ ମୃତ୍ୟୁ
ବଙ୍ଗୋମୁଣ୍ଡା: କପିଲାଭଟ୍ଟା ପଞ୍ଚାୟତରେ ହେଉଥିବା ଦୁର୍ନୀତିର ତଦନ୍ତ ନେଇ ବିଡ଼ିଓଙ୍କୁ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ
ବଙ୍ଗୋମୁଣ୍ଡା: ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଲା ଟ୍ରାକ୍ଟର; ଟିଟିସିଲେଟ ଗ୍ରାମର ଜଣେ ମୃତ, 2ଆହତ
ବଙ୍ଗୋମୁଣ୍ଡା: ବିରପାଲି ଗ୍ରାମର ନୂତନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ ସଂଯୋଗୀକରଣକୁ ଉଦଘାଟନ କଲେ କଣ୍ଟାବାଞ୍ଜି ବିଧାୟକ
ବଙ୍ଗୋମୁଣ୍ଡା: ସ୍ଥାନୀୟ ତହସିଲଦାରଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ଜଣାଇଲେ ବେଳପଡା ପଞ୍ଚାୟତର ଭୂମିହୀନ ପରିବାର
ବଙ୍ଗୋମୁଣ୍ଡା: ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ଅଧିବେଶନ କଟକରେ ଅନୁଷ୍ଠିତ, ରାଜ୍ୟ ସାଧାରଣ ସମ୍ପାଦକ ଭାବେ ବଙ୍ଗୋମୁଣ୍ଡାର ବରିଷ୍ଠ ଶିକ୍ଷକ ମନୋନୀତ
ବଙ୍ଗୋମୁଣ୍ଡା: ରାଣୀପୁର ଝରିଆଲ ଠାରେ ଯୁବ ବିଜେଡି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଙ୍ଗୋମୁଣ୍ଡା: ଚୁଲିଫୁଙ୍କା ଗ୍ରାମରେ କାଦୁଅ ରାସ୍ତାରେ ଧାନ ଗଛ ଲଗାଇ ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଗ୍ରାମବାସୀ
ବଙ୍ଗୋମୁଣ୍ଡା: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ବଙ୍ଗୋମୁଣ୍ଡାର ସରକାରୀ ଅନୁଷ୍ଠାନକୁ ପିକେଟିଂ କରି ବନ୍ଦ କଲେ ଜିଲ୍ଲା ସଙ୍ଘର୍ଷ ସମିତି କର୍ମକର୍ତ୍ତା
ବଙ୍ଗୋମୁଣ୍ଡା: ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର ଉପସଭାପତି ଭାବେ ଚୟନ ହେଲେ ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସଭାପତି