Public App Logo
Profile Picture

କ୍ରାଇମ ଖବର ବରଗଡ଼

@deepanjalisahu33
57793Followers
3Following
ବରଗଡ: ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ବେଆଇନ ମଦ କାରବାର ଅଭିଯୋଗରେ ୪ଟି ମାମଲା ରୁଜୁ, ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
ବରଗଡ: ବିଧାୟକଙ୍କ ଦ୍ବାରା ବନ୍ଦା ଗ୍ରାମ ଠାରେ ସମଲେଶ୍ଵରୀ କଲ୍ୟାଣ ମଣ୍ଡପ ଲୋକାର୍ପିତ
ବରଗଡ: ଉଲବା ଜୀରା ବ୍ରିଜ ଠାରେ ମହିଳାଙ୍କୁ ହତ୍ୟା ଘଟଣା, ସିନ ରିକ୍ରିଏସନ କଲା ଭଟଲି ପୋଲିସ
ବରଗଡ: କରଣ୍ତୋଲା ଠାରେ ବେଆଇନ ମଦ ଜବତ ସହ ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କଲା ସୋହେଲା ଅବକାରୀ ବିଭାଗ।
ବରଗଡ: ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାରେ ବେଆଇନ ମଦ କାରବାର ଅଭିଯୋଗରେ ୪ ଟି ମାମଲା ରୁଜୁ, ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
ବରଗଡ: ପ୍ରକାଶପୁର ମାଉସୀ ମାଁ ମନ୍ଦିର ନିକଟରେ ଜଣେ ବଳଦ ବେପାରୀ ଠାରୁ ଲୁଟ ଅଭିଯୋଗ,୫  ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କଲା ଅମ୍ବାଭୋନା ପୋଲିସ
ବରଗଡ: ସାଲେପାଲି ଛକ ନିକଟରୁ ବେଆଇନ ମଦ ଜବତ ସହ ଜଣେ ଅଭିଯୁକ୍ତ ଗିରଫ, ବୁଧବାର କୋର୍ଟ ଚାଲାଣ କଲା ମେଲଛାମୁଣ୍ଡା ପୋଲିସ
ବରଗଡ: ଭଡିଗାଁ -ଶ୍ରୀଗିଡା ରାସ୍ତାର ଜୀରା ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ପ୍ରତିକ୍ରିୟା ରଖିଲେ ବରଗଡ଼ ଏସଡିପିଓ
ବରଗଡ: ଚିକିନିପଥର ଗାଁ ନିକଟରେ ବେଆଇନ ମଦ ଜବତ, ମଦ ବିକ୍ରେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭଟଲି ପୋଲିସ
ବରଗଡ: ପଦ୍ମପୁର ରଜାପଡ଼ା ଠାରେ ବେଆଇନ ଏସକଫ୍ ସିରପ୍ ଜବତ ସହ ଜଣେ ବ୍ୟକ୍ତି ଗିରଫ ପରେ କୋର୍ଟ ଚାଲାଣ
ବରଗଡ: ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାରେ ବେଆଇନ ମଦ କାରବାର ଅଭିଯୋଗରେ ଗୋଟିଏ ମାମଲା ରୁଜୁ, ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା।
ବରଗଡ: ଲୁହୁରାପାଲି ଠାରେ ବିପୁଳ ମହୁଲି ମଦ ପୋଚ ନଷ୍ଟ କଲା ସୋହେଲା ଅବକାରୀ ବିଭାଗ
ବରଗଡ: ଗତ ୨୪ ଘଣ୍ଟାରେ ଜିଲ୍ଲାରେ ବେଆଇନ ମଦ କାରବାର ଅଭିଯୋଗରେ ୫ଟି ମାମଲା ରୁଜୁ ହୋଇଥିବା ନେଇ ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
ବରଗଡ: ପଦ୍ମପୁର ଅଞ୍ଚଳରୁ ଟ୍ରକ ଯୋଗେ ଗୋରୁ ଚାଲାଣ ବେଳେ ୫୦ ଗୋରୁ ଉଦ୍ଧାର, ଥାନାରେ ମାମଲା ରୁଜୁ
ବରଗଡ: ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ବେଆଇନ ମଦ କାରବାର ଅଭିଯୋଗରେ ୩ ଟି ମାମଲା ରୁଜୁ, ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
ବରଗଡ: ଗଣ୍ତପାଲି ଠାରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ମଦ ଜବତ ସହ ୨ ବେପାରୀ ଗିରଫ
ବରଗଡ: ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାରେ ବେଆଇନ ମଦ କାରବାର ଅଭିଯୋଗରେ ୫ ଟି ମାମଲା ରୁଜୁ, ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା।
ବରଗଡ: ପୁରୁଣା ୱାରେଣ୍ଟରେ ଅଦାବରପାଲି ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭେଡେନ ପୋଲିସ
ବରଗଡ: ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାରେ ବେଆଇନ ମଦ କାରବାର ଅଭିଯୋଗରେ ୫ଟି ମାମଲା ରୁଜୁ, ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
ବରଗଡ: ବେହେରା ମାର୍କେଟ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବରଗଡ: ସହର ସ୍ଥିତ ଆଶା କିରଣ ଠାରୁ ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ଟଙ୍କା ସହ ସୁନା ଗହଣା ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ
ବରଗଡ: ବେଆଇନ ଏସ କପସିରଫ କାରବାର ଘଟଣାରେ ୩ ଜଣ ଗିରଫ, ଟାଉନ ଥାନାରେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
ବରଗଡ: କଟାପାଲି ଗାଁ ନିକଟରେ ବେଆଇନ ମଦ ଜବତ ସହ ମଦ ବିକ୍ରେତା ଙ୍କ ନାମରେ ମାମଳା ରୁଜୁ କଲା ଅତାବିରା ପୋଲିସ ।
ବରଗଡ: ସହରର ବିଭିନ୍ନ ସ୍ଥାନରୁ ୫ ଜଣ ସଟ୍ଟା ଡନଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଉନ ଥାନା ପୋଲିସ
ବରଗଡ: ସହର ସ୍ଥିତ ଟାଉନ୍ ହଲ ଠାରୁ ହଜିଥିବା ମୋଟର ସାଇକେଲକୁ ଉଦ୍ଧାର କରି ଗାଡି ମାଲିକଙ୍କୁ ହସ୍ତାନ୍ତର କଲା ପୋଲିସ