Public App Logo
Profile Picture

Subash Mohanty

@subashmohanty1506
26901Followers
1Following
ସୋର: ଚୋରା ଗୋରୁ ଚାଲାଣ ଗାଡି ଦୁର୍ଘଟଣାଗ୍ରସ୍ତ, ୧୮ଗୋରୁ ଉଦ୍ଧାର
ସୋର: ଖନ୍ତାପଡା ଥାନା ପୋଲିସ ଦ୍ୱାରା ଚୋରା କାଠ ବୋଝେଇ ପିକଅପ୍ ଜବତ, ୪ ଅଟକ
ସୋର: ଚକଜଗନ୍ନାଥପୁର ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପ୍ରୋତ୍ସାହନ ରାଶି ହଡ଼ପ ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ଘେରିଲେ ଅଭିଭାବକ
ସୋର: ଖନ୍ତାପଡା ଥାନା ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ ପରିଡ଼ାଙ୍କ ବଦଳି, ଭାରପ୍ରାପ୍ତ ଅଧିକାରୀ ହେଲେ ପରେଶ ରାଉତ
ସୋର: ଖନ୍ତାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ମୃତିରେ ଶୋକସଭା ଅନୁଷ୍ଠିତ
ସୋର: ବାହାନଗା ବିଡିଓଙ୍କ ନିର୍ଦ୍ଦେଶ ନମାନିବାରୁ ଡିଲର ବିରୁଦ୍ଦରେ ଅଭିଯୋଗ ଆଣି  ବିଡିଓ ଅଫିସ ଘେରିଲେ ଗାଁ ଲୋକେ
ସୋର: ବାହାନଗା ବ୍ଲକ ପଣପଣାରେ ଡିଲର ଓ ସରପଞ୍ଚଙ୍କ ସଲାସୁତୁରାରେ ହିତାଧିକାରୀ ହନ୍ତସନ୍ତ
ସୋର: ବରିପଦା ଅଞ୍ଚଳରେ ପୋଖରୀରେ ବିଷ ପକାଇଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ କଲେ ମାଛ ଚାଷ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ
ସୋର: ନୂଆପୁର: ବଡଭାଇର ଭୁଜାଲି ମାଡରେ ସାନଭାଇ ମୃତ, ବଡଭାଇ ଗିରଫ
ସୋର: ନୂଆପୁର ଧଇଁଆସାହିରେ ୭ ବର୍ଷର ଶିଶୁପୁତ୍ର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ଡେମୋ କଲା ପୋଲିସ
ସୋର: ନୁଆପୁର ଧଇଁଆସାହିରେ ୭ବର୍ଷର ନଖୋଜ ଶିଶୁପୁତ୍ରର ମୃତଦେହ ଉଦ୍ଧାର,  ଦୁଇ ଅଟକ
ସୋର: ବାହାନଗା ବ୍ଲକ ବାରିକପୁର ସାପ୍ତାହିକ ହାଟରେ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ଯ, ଜଣେ ନାବାଳକ ସହ ଦୁଇ ଗିରଫ
ସୋର: ଖନ୍ତାପଡ଼ା ବେଗୁନିଆ ନିକଟ ରେଳ ଧାରଣା ପାଖରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ସୋର: ବାହାନଗାରେ କୋରୋନା ସ୍ଥିତି ସଂଗୀନ: ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା 500, 5 ମୃତ; ବିଡିଓଙ୍କ ସୂଚନା
ସୋର: ବାହାନଗା ବିଜେପିର ସେବା ସପ୍ତାହ ପାଳନ, କରୋନା କଟକଣାକୁ ଫୁ
ସୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ବାହାନଗା ବିଜେପିର ସେବା ସପ୍ତାହ ପାଳନ
ସୋର: ବାହାନଗା ବ୍ଳକରେ ୩୫ ଜଣ କୋରୋନା ପଜିଟିଭ ଚିହ୍ନଟ, ତହସିଲଦାର ନିଜେ ଆକ୍ରାନ୍ତ
ସୋର: ବାହାନଗାରେ ଶିଶୁ ବିକ୍ରି ଅଭିଯୋଗ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ଭୁବନେଶ୍ୱରରୁ ଶିଶୁ ଉଦ୍ଧାର
ସୋର: କରଞ୍ଜାବିନ୍ଧାରେ ଋଣ କିସ୍ତି ଟଙ୍କା ଆଦାୟ କରିବାକୁ ଆସି ଦୁଇ ଫାଇନାନ୍ସ କର୍ମଚାରୀ ଗ୍ରାମବାସୀଙ୍କ ଦ୍ୱାରା ଅଟକ
ସୋର: ଧଇଁଆସାହିରେ ପରିତ୍ୟକ୍ତ ପୋଖରୀରୁ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସୋର: ଖନ୍ତାପଡ଼ା ଥାନା 16ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର
ସୋର: ବାହାନଗା ବଗଲପୁରର କାଙ୍ଗାଳି ରାଉତଙ୍କ ଦୁଃଖ କାହାଣୀ: ୨୦ ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡିତ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ
ସୋର: ବାହାନଗା ବିଡିଓଙ୍କ ଦବଙ୍ଗଗିରି: ବ୍ୟକ୍ତିଙ୍କୁ ଚୁଟକିରେ ଉଡେଇ ଦେବା ନେଇ ଦେଲେ ଧମକ
ସୋର: ଶ୍ରୀଜଙ୍ଗ: ସ୍ୱାମୀଙ୍କ ନିର୍ଯ୍ୟାତନା ସହିନପାରି ଦୁଇ ପିଲାଙ୍କୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା
ସୋର: ଖନ୍ତାପଡ଼ା ଥାନା 16 ନଂ ଜାତୀୟ ରାଜପଥ ନୂଆପଡା ନିକଟରେ ବସ୍ ଟ୍ରକ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ 37  ଯାତ୍ରୀ