Public App Logo
Profile Picture

SAUDAMINI SAHOO

@saudaminisahoorosy
1661Followers
0Following
ଟିିକବାଲି: ଟିକାବାଲିରେ ଆସନ୍ତାକାଲି ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟୁତ ସରବରାହ
ଟିିକବାଲି: ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ୩ୟ ଓ ୫ମ ଶ୍ରେଣୀର ବୃତ୍ତି ପରୀକ୍ଷା ଅନୁଷ୍ଠିତ, ସ୍ଥିତି ପରଖିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ
ଖଜୁରୀପଡା: କଞ୍ଜାମେଣ୍ଡି ଠାରେ କନ୍ଧମାଳ ଜିଲ୍ଲା ନାଏବ ସରପଞ୍ଚ ଓ ଓ୍ବାଡ ମେମ୍ବରୂ ମହାସଂଘ ର ପଞ୍ଚାୟତ ବିକାଶ ସାଧାରଣ ସଭା ଅନୁଷ୍ଠିତ
ଟିିକବାଲି: ଟିକାବାଲି ବରପଦା ସାହିରେ ବିଜେପି କର୍ମୀଙ୍କ ଦ୍ବାରା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ
ଟିିକବାଲି: ଲୁହା ଛଡ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିକାବାଲି ପୋଲିସ
ଟିିକବାଲି: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ଏଏମସିଏସ ମହାବିଦ୍ୟାଳୟର ଜ୍ୟୋତିର୍ମୟ ପାଇଲେ ଶ୍ରେଷ୍ଠ ଜାତୀୟ ସେବା ଯୋଜନା ପୁରସ୍କାର
ଖଜୁରୀପଡା: ଗୁଡ୍ରିସାହିର ସେୟାର କାର୍ଯ୍ୟାଳୟ ପ୍ରଶିକ୍ଷଣ ଗୃହରେ ୬ ଦିନିଆ ଆଶାକର୍ମୀ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫୁଲବାଣୀ ସହର: ଆଦର୍ଶ ଟାଉନ ଥାନାରେ ନୂତନ ଆଇଆଇସିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ଖଜୁରୀପଡା: ପର୍ତ୍ତମାହା ସେବାଶ୍ରମରେ ଅଭିଭାବକ ଓ ଆମର ଅଂଶୀଦାର ବୈଠକ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଡିଓ
ଖଜୁରୀପଡା: ସର୍ପାଘାତରେ କରୁକୁଡୁପା ଗ୍ରାମର ୩୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ
ଟିିକବାଲି: ଟିକାବାଲିରେ ଆସନ୍ତାକାଲି ସକାଳ ୮ଟାରୁ ୧୧ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟୁତ ସରବରାହ
ଟିିକବାଲି: ହଦଗଡ଼ ଠାରେ ମା' ବ୍ରାହ୍ମଣୀ ଦେବୀଙ୍କ ଜନ୍ତାଳ ପୂଜା ଅନୁଷ୍ଠିତ
ଟିିକବାଲି: ଟିକାବାଲି ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ
ଟିିକବାଲି: ବୁଦୁଗୁଡାରି ଗ୍ରାମରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ
ଟିିକବାଲି: ଟିକାବାଲି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ
ଟିିକବାଲି: ଟିକାବାଲି ଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଗଣଧାରଣା ରେ ଶୁକ୍ରବାର ଅପରାହ୍ନ ୫ ଟାରେ ଜିଲ୍ଲା ଓ ରାଜ୍ୟ କର୍ମକର୍ତ୍ତା ଙ୍କ ଯୋଗଦାନ
ଫୁଲବାଣୀ ସହର: ତୁମୁଡ଼ିବନ୍ଧ ମା ଭୈରବୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଆଜି ଗୁରୁବାର ସନ୍ଧ୍ୟା ୬ଟାରେ କ୍ରୀଡା ବୀତ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟିିକବାଲି: ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଦୁଇ ଦିନିଆ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଟିିକବାଲି: ଦାସାଗୁଡା ଜଙ୍ଗଲରୁ ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଫୁଲବାଣୀ ସହର: ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମାସଲିଭ ନେଇ ଫୁଲବାଣୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ
ଟିିକବାଲି: ମାସଲିଭ ନେଇ ଆଜି ଠାରୁ ଗଣଧାରଣା ରେ ବସିଲେ ଟିକାବାଲି ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ
ଟିିକବାଲି: ଟିକାବାଲି ଡିଆଇଇଟି ଟ୍ରେନିଂ ହଲରେ ଜିଲ୍ଲା ସ୍ତରୀୟ କ୍ରୀୟତ୍ମକ ଗବେଷଣା ଜନିତ ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ
ଟିିକବାଲି: ଟିକାବାଲି ପଞ୍ଚାୟତ ସମିତି ସଭାଗୃହରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଜୁରୀପଡା: ବୁଢାରାକାଡି ପଞ୍ଚାୟତ ହାଇସ୍କୁଲରୁ ଚୋରି ମାମଲାରେ ଦୁଇ ଅଭିଯୁକ୍ତଙ୍କ ସମେତ ଜଣେ ନାବାଳକ ଗିରଫ
ଟିିକବାଲି: ମହିପୁରଠାରେ ବୋଲେରୋ ପିକଅପ ସହ କାର ଧକ୍କା; ଘଟଣାସ୍ଥଳରେ ୨ ଜଣ ମୃତ