Public App Logo
Profile Picture

PATNAGARH SUBDIVISION NEWS

@patnagarh.news
8226Followers
14Following
ପାଟଣାଗଡ: ନିରଞ୍ଜନ ବିଶି, ରାଜ୍ଯସଭା ସାଂସଦ, ପାଟଣାଗଡ଼
ପାଟଣାଗଡ: କୁଦମୁଣ୍ଡା ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାଟଣାଗଡ: ବ୍ଲକରେ ପଶ୍ଚିମ ଓଡିଶାର ପବିତ୍ର ଗଣପର୍ବ ନୂଆଁଖାଇ ଧୁମଧାମରେ ପାଳିତ
ପାଟଣାଗଡ: ବାନ୍ଧନଭାଡି ବସଷ୍ଟାଣ୍ଡ ନିକଟରେ ବାଇକ ଦୁର୍ଘଟଣା, ଦୁଇଜଣ ଗୁରୁତର
ପାଟଣାଗଡ: ଚଙ୍ଗରିଆ ପାଖରେ ଥିବା ପାଞ୍ଚ ଛକଠାରେ ଭାରସାମ୍ଯ ହରାଇ ବାଇକ ଦୁର୍ଘଟଣା, ଚାଳକ ଗୁରୁତର
ପାଟଣାଗଡ: ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ରାଜ୍ଯସଭା ସାଂସଦ ନିରଞ୍ଜନ ବିଶିଙ୍କ ପ୍ରତିକ୍ରିୟା
ପାଟଣାଗଡ: ସ୍ଥାନୀୟ ବାଳକ ବିଦ୍ଯାଳୟ ପରିସରରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସାଙ୍ଗଠନିକ ସଭା
ପାଟଣାଗଡ: ଘସିଏନ ହନୁମାନ ମନ୍ଦିର ପରିସରରେ କୋଶଲ ଯୁବ ଶକ୍ତିର ସାଂଗଠନିକ ବୈଠକ ଅନୁଷ୍ଠିତ
ପାଟଣାଗଡ: ସ୍ଥାନୀୟ ପିଏଚଡି କାର୍ଯ୍ଯାଳୟ ପରିସରରୁ କେବୁଲ ତାର ଚୋରି ମାମଲାରେ ୩ ଗିରଫ, ସାମଗ୍ରୀ ଜବତ
ପାଟଣାଗଡ: ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ପରିଦର୍ଶନରେ ପହଞ୍ଚିଲେ ରାଜ୍ଯସଭା ସାଂସଦ, ଅବ୍ଯବସ୍ଥା ଦେଖି କ୍ଷୋଭ ପ୍ରକାଶ
ପାଟଣାଗଡ: ନୂଆଖାଇରେ ୩ ଦିନ ଛୁଟି ଦାବିରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ପାଟଣାଗଡ: ସୁଭଦ୍ରା ଭବନରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ, ଯୋଗଦେଲେ ପାଟଣାଗଡ଼ ବିଧାୟକ
ପାଟଣାଗଡ: ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ସାଂସଦ
ପାଟଣାଗଡ: ନଗେନମାଳ ଗାଁରେ ୧୫ କ୍ବିଣ୍ଟାଲ ବେଆଇନ ମହୁଲ ଫୁଲ ସହ ବୋଲେରୋ ଜବତ, ୨ ଗିରଫ
ପାଟଣାଗଡ: ସ୍ଥାନୀୟ ଲାୟନ୍ସ ପବ୍ଲିକ ସ୍କୁଲ ଠାରେ ଏକ ମହିଳା ସଶକ୍ତିକରଣ ସଭା ଅନୁଷ୍ଠିତ
ପାଟଣାଗଡ: ଗଙ୍ଗାସାଗର ନିକଟରେ ଗୋରୁ ବୋଝେଇ ପିକଅପ୍ ଗାଡି଼ ଦୁର୍ଘଟଣାଗ୍ରସ୍ତ, ଚାଳକ ଫେରାର
ପାଟଣାଗଡ: କର୍ଲାମାଳ ଗାଁର ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପାଟଣାଗଡ: ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ପାଟଣାଗଡ: ବଞ୍ଜାରୀ କପା ମିଲ୍ ପାଖରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର
ପାଟଣାଗଡ: ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ କଳା ବ୍ଯାଜ ପିନ୍ଧିବେ ପାଟଣାଗଡ଼ ଓ ରାଜ୍ଯର ସମସ୍ତ ରକ୍ତ ଭଣ୍ଡାର ଅସ୍ଥାୟୀ କର୍ମଚାରୀ
ପାଟଣାଗଡ: କୃଷି ବିଭାଗ କାର୍ଯ୍ଯାଳୟରେ କୃଷକ ପଞ୍ଜୀକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାଟଣାଗଡ: ସ୍ଥାନୀୟ ଶିକ୍ଷକ ଭବନ ଠାରେ ପ୍ରାଥମିକ ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାଟଣାଗଡ: ପ୍ରତିଶ୍ରୁତି ପୂରଣ ନହେବାରୁ ରେଙ୍ଗାଲି ସ୍କୁଲରେ ପୁଣି ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ପାଟଣାଗଡ: ସିଲେଟପରା ଗ୍ରାମରେ ଛେଳି ଚୋରି ପାଇଁ ଆସି ବାଇକ୍ ଛାଡି ପଳାଇଲେ ଚୋର
ପାଟଣାଗଡ: ବଥର୍ଲା ଛକଠାରେ ୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ