Public App Logo
Profile Picture

ଆଠଗଡ ଉପଖଣ୍ଡ ଖବର

@swarajpanda
25629Followers
18Following
ଆଠଗଡ: ସମ୍ସେରପୁର ପଞ୍ଚାୟତରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
ଗୁରୁଡିଝାଟିଆ: ଭିରୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ଵ ମ୍ୟାଲେରିଆ ଦିବସ ଅନୁଷ୍ଠିତ
ଖୁଣ୍ଟୁଣୀ: ସର୍ପେଶ୍ୱରଙ୍କ ପୀଠରେ ଯଜ୍ଞ ପୂର୍ଣ୍ଣାହୁତିରେ ଯୋଗଦେଲେ କୃଷି ମନ୍ତ୍ରୀ
ଆଠଗଡ: ତିଗିରିଆ ଆଇସିଏମ୍‌ଆର୍‌ଠାରେ G20 ବୈଠକ ଅନୁଷ୍ଠିତ
ଆଠଗଡ: ଜେମାଦେଇପୁର ମଣ୍ଟୁ ବାରିକ୍ ହତ୍ୟା ଘଟଣାରେ 3 ଅଟକ ଅଭିଯୁକ୍ତ କୋର୍ଟ ଚାଲାଣ
ବାରଙ୍ଗ: ଗୋଡ଼ିସାହି ଅଞ୍ଚଳରେ ଚୋରା ମରମ କାରବାର ନେଇ ବାରଙ୍ଗ ଥାନା ପକ୍ଷରୁ ଗାଡ଼ି ଜବତ
ଖୁଣ୍ଟୁଣୀ: ତିଗିରିଆରେ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା ଅନୁଷ୍ଠିତ
ଆଠଗଡ: ଜେମାଦେଇପୁରର ମଣ୍ଟୁ ବାରିକ ହତ୍ୟା ଘଟଣାରେ ୩ ଜଣଙ୍କୁ ଥାନାରେ ଅଟକ ରଖିଲା ପୋଲିସ
ଖୁଣ୍ଟୁଣୀ: ବାଉତିଙ୍କ ମନ୍ଦିରରେ ବୀର ଯବାନମାନଙ୍କ ଆତ୍ମାର ସଦଗତି ପାଇଁ ଦୀପ ପ୍ରଜ୍ଜ୍ୱଳନ କଲେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା
ଆଠଗଡ: ଆଠଗଡ଼ ଠାରେ ଇଦରେ ଯୋଗଦେଲେ କୃଷି ମନ୍ତ୍ରୀ
ବାରଙ୍ଗ: ରତାଗଡ଼ ଠାରେ ମହିଳା ଓ ନାତୀଙ୍କୁ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ
ଗୁରୁଡିଝାଟିଆ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ, ଯୋଗ ଦେଲେ କୃଷି ମନ୍ତ୍ରୀ
ବାରଙ୍ଗ: ଗୋଡିସାହିଠାରେ ମହିଳା ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବା ନେଇ ଧମକ, ଗୋଡିସାହି ଫାଣ୍ଡିରେ ଅଭିଯୋଗ
ଖୁଣ୍ଟୁଣୀ: ମହାଲକ୍ଷ୍ମୀପୁରରେ ଅବକାରୀ ବିଭାଗର ଚଢ଼ାଉ, ମଦ ଓ ଗୁଡ଼ ପୋଚ ଜବତ
ଗୁରୁଡିଝାଟିଆ: ଚାକିରିରୁ ନିଲମ୍ବିତ ହେଲେ ଗୁରୁଡ଼ିଝାଟିଆ କଲେଜ ଅଧ୍ୟକ୍ଷ
ଆଠଗଡ: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆଠଗଡ଼ ମିଶନ ଶକ୍ତିର ମହିଳାମାନେ
ଆଠଗଡ: ଗୋକର୍ଣ୍ଣଖାଲ ଡ୍ୟାମ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଗୁରୁଡିଝାଟିଆ: ତିଗିରିଆ ଥାନା ସମ୍ମୁଖରେ ଆଠଗଡ ହିନ୍ଦୁ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଗୁରୁଡିଝାଟିଆ: ତିଗିରିଆ ଥାନା ସମ୍ମୁଖରେ ସମ୍ବଲପୁରରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କଲେ ହିନ୍ଦୁ ସମାଜ
ଖୁଣ୍ଟୁଣୀ: ଖୁଣ୍ଟୁକଟା କଲ୍ୟାଣ ମଣ୍ଡପ ଠାରେ ଆଠଗଡ଼ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଆଠଗଡ: ତିଗିରିଆ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ
ଗୁରୁଡିଝାଟିଆ: ଗୋଦରାବନ୍ଧ ଠାରେ ସନାତନ ବେହେରାଙ୍କ ଘରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ କୃଷି ମନ୍ତ୍ରୀ
ଖୁଣ୍ଟୁଣୀ: ଖୁଣ୍ଟୁକଟା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ
ଆଠଗଡ: ଗୋଦରାବନ୍ଧରେ ନିଆଁ ଲାଗି ଜଳିଗଲା ଘର
ବାରଙ୍ଗ: ବ୍ରାହ୍ମଣୀ ଗାଁରେ ଯୁବକଙ୍କୁ ମାଡ଼ ଘଟଣା, ଥାନାରେ ଅଭିଯୋଗ