Public App Logo
Profile Picture

Rabi Naik:9178585641

@rabinaik012
27331Followers
9Following
ବିଷମକଟକ: ରାୟଗଡା :କଲନରା ବ୍ଲକ ଉଜ୍ଜଳା ଦିଦି ସଙ୍ଘ ପକ୍ଷରୁ  ବିଡ଼ିଓଙ୍କ ଜରିଆରେ ମହାମହିମା ରାଷ୍ଟ୍ରପତି ଏବଂ ପ୍ରଧାନଙ୍କୁ ଦାବିପତ୍ର ପରେ ପ୍ରତିକ୍ରିୟା
ଟିକିରି: ଟିକିରି :ଆଞ୍ଚଳିକ ସୁରକ୍ଷା ସମିତି ତରଫରୁ ଆଜି ଶୁଙ୍ଗେର ହାଟପଦା ଠାରେ ଆଜି ମହାଆଡ଼ମ୍ବର ସହ  ବିଶ୍ୱ ଆଦିବାସୀ ପାଳିତ ହୋଇଯାଇଛି  !
ଅଣ୍ଡିରାକାଞ୍ଚ: ଅଣ୍ଡିରାକଞ୍ଚ:ବନତିଜ ହାଟପଦା ଠାରେ ଆଜି ଅନ୍ତର୍ଜାତିକ ବିଶ୍ୱ ଆଦିବାସୀ ଦିବସରେ IRS ସୁନନ୍ଦ ଝୋଡ଼ିଆ ଯୋଗଦେଇ ରଖିଲେ ପ୍ରତିକ୍ରିୟା !
ଦରାଗୁଡା: ଦରାଗୁଡା:ଆଦିବାସୀ ବିକାଶ ପରିଷଦ ତରଫରୁ ଆଜି କାଶୀପୁର ସ୍ଥିତ ଚେତକ କ୍ଳବ ଠାରେ ରକ୍ତଦାନ କରି ଆଜି ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି  !
କାଶୀପୁର: କାଶୀପୁର :ଆଦିବାସୀ ମୁହାସଂଘ ତରଫରୁ ଆଜି 21ଦଫା ଦାବିନେଇ କାଶୀପୁର ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ଅଣ୍ଡିରାକାଞ୍ଚ: ମୈତ୍ରୀ କମ୍ପାନୀ ଗୋ ବେକ ନାରାରେ ଆଜି ଲାକରେସି ଗ୍ରାମ ଛକରେ ଖଣିଅଂଚଳବାସୀଙ୍କ ଧାରଣା
କାଶୀପୁର: ଶୁଙ୍ଗେର ଅଞ୍ଚଳରେ କମ୍ପାନୀ ଲୋକଙ୍କ ସାଙ୍ଗରେ ଆସିଥିବା ତହସିଲଦାରଙ୍କୁ ଜବାବ ମାଗିଲେ ସ୍ଥାନୀୟ ଲୋକେ
ଟିକିରି: ଆଜି ପୁଣି ଶୁଙ୍ଗେର ଅଞ୍ଚଳରେ ହଟହଟା ହୋଇ ଫେରିଲେ ମୈତ୍ରୀ କମ୍ପାନୀର ଦୁଇ ଅଧିକାରୀ
ଦରାଗୁଡା: ୩ ଦଫା ଦାବି ନେଇ ଆଜି କାଶୀପୁର ବିଇଓଙ୍କୁ ଅଫିସରେ ଦାବିପତ୍ର ପ୍ରଦାନ କରିବା ନେଇ ପ୍ରତିକ୍ରିୟା ରଖିଲେ ଶିକ୍ଷକ
କାଶୀପୁର: ନିଖିଳ ଉତ୍କଳ ଶିକ୍ଷକ ସଙ୍ଘ ତରଫରୁ 3 ଦଫା ଦାବି ନେଇ କାଶୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
କାଶୀପୁର: ଶୁଙ୍ଗେର ଅଞ୍ଚଳରେ ମୈତ୍ରୀ କମ୍ପାନୀର ଦୁଇ ଜଣଙ୍କୁ ଘେରିଲେ ଲୋକେ
କାଶୀପୁର: ପାଇକ ସାହିଠାରୁ ପଣସଗୁଡା ରାସ୍ତା ଶୋଚନୀୟ, ମରାମତି କରିବା ପାଇଁ ଦାବି କଲେ ପଣସଗୁଡା ଗ୍ରାମବାସୀ
ଦରାଗୁଡା: ଦରାଗୁଡା:ଲଗୁଚାପ ଜନିତ ଲଗାଣ ବର୍ଷାରେ ତଳ ପାଡିଖାଳ ଗ୍ରାମର ଜଣଙ୍କ ଘରଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଯାଇଛି !
କାଶୀପୁର: ସୂଚନା ଅଧିକାର କର୍ମୀଙ୍କ ତରଫରୁ ୩ଗୋଟି ଦାବି ନେଇ ଆଜି ବ୍ଲକରେ ଏବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
ଟିକିରି: ସ୍ଥାନୀୟ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରେନରେ ପଡ଼ି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
ଟିକିରି: ଜନଜାଗରଣ ମଞ୍ଚ ପକ୍ଷରୁ କୃଷି କ୍ରାନ୍ତି ଅଭିଯାନ ଆଜି ମୁଣ୍ଡାଗାଁ ଠାରେ ଅନୁଷ୍ଠିତ
ଦରାଗୁଡା: ଦରାଗୁଡା ଥାନା ଅଞ୍ଚଳର ଅନୁସୂଚିତ ଜାତି ପକ୍ଷରୁ ପ୍ରିୟା ତୁ ମୋ ସିଏକୁ ବିରୋଧ କରି ଦାରାଗୁଡା ଥାନାରେ ଲିଖିତ ଅଭିଯୋଗ
କାଶୀପୁର: ଗାଁକୁ ନେଇ ବିହାରୀ ଦେଶୀ ମଦ ବିକ୍ରି କରୁଥିବାରୁ ପହଣ୍ଡି ଗ୍ରାମରେ ଅଟକାଇ ନଷ୍ଟ କଲେ ମହିଳା ଓ ପୁରୁଷ
ଟିକିରି: ଓଡ଼ିଆ ଚଳଚିତ୍ରରେ ଅସାମ୍ବିଧାନିକ ଭାଷା ପ୍ରୟୋଗ ହୋଇଥିବାରୁ ବହୁଜନସମାଜ ତରଫରୁ ଆଜି ଟିକିରି ଥାନାରେ ଅଭିଯୋଗ ପରେ ରଖିଲେ ପ୍ରତିକ୍ରିୟା
ଦରାଗୁଡା: କାଶୀପୁର ବ୍ଲକର ଅନୁସୂଚିତ ଜାତି ସମ୍ପ୍ରଦାୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ରଖିଲେ ପ୍ରତିକ୍ରିୟା
କାଶୀପୁର: ବିଲୁଆ ଆକ୍ରମଣରେ ଲାକରେସି ଗ୍ରାମରେ ଜଣେ ବ୍ୟକ୍ତି ଗୁରୁତର
ଦରାଗୁଡା: ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ପାଳିଲା କାଶୀପୁର ଛାତ୍ର ବିଜେଡି
କାଶୀପୁର: କାଶୀପୁର ବ୍ଲକର ବୃକ୍ଷପ୍ରେମୀ ମାନଙ୍କ ତରଫରୁ ଆଜି ଚେରକଟାରେ ବୃକ୍ଷରୋପଣ କରାଯାଇଛି
କାଶୀପୁର: ବ୍ଲକ କାର୍ଯ୍ୟାଳୟ ଠାରେ ଲୋକକଳା ଦିବସ ୨୦୨୩ ପାଳିତ
କାଶୀପୁର: ସରକାରୀ ଉଚ୍ଚବିଦ୍ୟାଳୟର ପଡିଆରେ ଆଜି ବିଶ୍ୱ ଯୋଗଦିବସ ପାଳିତ