Public App Logo
Profile Picture

Sourav Behura

@souravbehura
30756Followers
1Following
ରାଜନଗର: ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା ତରଫରୁ ବଡପଡା ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୂତନ ଭୋଟର ପଞ୍ଜୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ରାଜନଗର: ପଟ୍ଟାମୁଣ୍ଡାଇ କଲେଜ ପରିସରରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଜନଗର: ରାଜନଗର ଭିତରକନିକା ଠାରେ ଲକ୍ଷାଧିକ ଟଙ୍କାରେ ଦୁଇ ବର୍ଷ ତଳେ ନିର୍ମାଣ କରାଯାଇଥିବା ବାମ୍ବୋ କାଫେ ଏବେ ଜରାଜୀର୍ଣ୍ଣ
ଆଳି: ଗୈଡପାଟଣା ସ୍ଥିତ ରିଲାଏନ୍ସ ବିଲ୍ଡିଂଙ୍ଗ ରେ ବିଜେପି କୃଷକ ମୋର୍ଚ୍ଚା  ର ଏକ ବୈଠକ ଅନୁଷ୍ଠିତ
ରାଜନଗର: ରାଜନଗର ର ବିଜେପି ଯୁବନେତା ମୁକ୍ତିକାନ୍ତ ସ୍ବାଇଁ ଙ୍କୁ ଜିଲ୍ଲା ସାମାଜିକ ଗଣ ମାଧ୍ୟମ ସଂଯୋଜକ ଭାବେ ନିୟୋଯିତ
ଆଳି: ଆଳି ନିର୍ବାଚନ ମଣ୍ଡଳୀ ପଶୁ ପାଳକ ତଥା କୃଷି ଉଦ୍ୟଗି ମାନଙ୍କ ପାଇଁ ରାଜ୍ୟ ସରକାର ୬ ୟୁନିଟର ଅନୁଧ୍ୟାନକାରୀ ଦଳ ନିୟୋଯିତ
ରାଜନଗର: ଆଗାମୀଦିନରେଯୁବପିଢିଓମହିଳାମାନଙ୍କୁନେଇ ଆଗକୁବଢିବେ ମୁଖ୍ୟମନ୍ତ୍ରୀ ,ଏନେଇରାଜନଗର ପଞ୍ଚାୟତସମିତିକାର୍ଯ୍ୟାଳୟରେ ପ୍ରତିକ୍ରିୟାରଖିଲେଧ୍ରୁବ ସାହୁ
ରାଜନଗର: ଦୁର୍ନିତୀର ଗନ୍ତାଘର ପାଲଟିଛି ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ, ଏନେଇ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା
ରାଜନଗର: ରାଜନଗର ନିର୍ବାଚନ ମଣ୍ଡଳୀର ରାଜନଗର ଠାରେ ନୂତନ ଭାବେ ଗଢା ହେଲା ଉତ୍କଳ କୃଷକ ସଂଗଠନ ।
ରାଜନଗର: ବଡପଡା‌ ଗ୍ରାମରେ ବରଯାତ୍ରୀ ଙ୍କୁ ପେଟ୍ରୋଲ‌ ବାଣ୍ଟିବା ବେଳେ ଅଘଟଣ ,‌ଜଳିଗଲ‌ା ୫ ବର୍ଷ ର ଶିଶୁ
ରାଜନଗର: ଉଦୟପୁର ଗ୍ରାମରେ ମୈଳିକ ସମସ୍ୟା ନେଇ ଆଜି ପ୍ରତିକ୍ରିୟା ରଖିଲେ ଅଞ୍ଚଳବାସୀ ଓ ବିଡିଓ
ରାଜନଗର: ଧାନଦିଆ ଅଞ୍ଚଳରେ ଚୋରା ମଦ କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ, ଅଞ୍ଚଳବାସୀଙ୍କ ଅସନ୍ତୁଷ୍ଟ ପ୍ରକାଶ
ରାଜନଗର: ପଟ୍ଟାମୁଣ୍ଡାଇ ବ୍ଲକ କୃଷ୍ଣଦାସପୁର ଗ୍ରାମ ର ଜଣେ ବ୍ୟକ୍ତି ଟ୍ରେନ ରେ କେରଳ ଯିବା ସମୟରେ ନିଖୋଜ
ରାଜନଗର: ରାଜନଗର ବ୍ଲକ୍ ର କେରଡାଗଡ ପଂଚାୟତ୍ ର ସରପଂଚ୍ ତାପସ୍ ସାହୁଙ୍କ ର କେରେଡାଗଡ ଠାରେ ସଡକ ଦୁର୍ଘଟଣା
ରାଜନଗର: ଯଦୁଚନ୍ଦ୍ରପୁର ଓ ମାଟିଆ ମଙ୍ଗଳା ନିକଟ ନଦୀ ତଟ ପ୍ୟାକିଂରେ ଦୁର୍ନୀତି ଅଭିଯୋଗ
ରାଜନଗର: ପଟ୍ଟାମୁଣ୍ଡାଇ ଅଞ୍ଚଳର ଏକ ମଣ୍ଡପରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ
ରାଜନଗର: ତାଳଚୁଆ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଜମାକାରୀଙ୍କୁ କର୍ମଚାରୀଙ୍କ ହଇରାଣ ନେଇ ଅଭିଯୋଗ
ବରୀ ରାମଚନ୍ଦ୍ରପୁର: ମହାକାଳପଡା ବ୍ଲକ କରଞ୍ଜ ପଞ୍ଚାୟତ ରେ ବିଜେପି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ।
ରାଜନଗର: ଅଙ୍ଗନୱାଡ଼ି ଦୁର୍ନୀତି ପ୍ରତିବାଦ ରେ ପଟ୍ଟାମୁଣ୍ଡାଇ ବ୍ଲକ ସାମ୍ନା ରେ ଅନଶନ ରେ ବସିଲେ ବିଲିକଣା ପଞ୍ଚାୟତ  ହରିଜନ ସାହି ର ଲୋକେ
ରାଜନଗର: ଧାନଦିଆ ଗ୍ରାମରେ ଚୋରାମଦ ବେପାର‌ କୁ ନେଇ ଗଣ୍ଡଗୋଳ ,ଆଜି‌ ଥାନାରେ ଏତଲା
ଆଳି: କଳଦିଆର ଜଣେ ବ୍ୟକ୍ତି ଙ୍କ ଘରେ ନିଆଁଲାଗି ଜଳିଗଲା ଦୁଇ ବଖରା
ରାଜନଗର: ପଟାମୁଣ୍ଡାଇ ରେ ସହରାଞ୍ଚଳ ପ୍ରାଥମିକ‌ ସ୍ବାସ୍ଥ କେନ୍ଦ୍ର ଉଦଘାଟିତ,ଯୋଗଦେଲେ ବିଧାୟକ ଧ୍ରୁବ ସାହୁ
ରାଜନଗର: ଗୋବର୍ଦ୍ଧନପୁର ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘରେ ଅଗ୍ନିକାଣ୍ଡ, ଜଳିଗଲା 2 ବଖରା
ଆଳି: ସିଙ୍ଗିରି ଛକରେ ଦୁର୍ଘଟଣା, ପ୍ରାଥମିକ ଚିକିତ୍ସା ପରେ ଗୁପଚୁପ ବାଲାକୁ କଟକ ସ୍ଥାନାନ୍ତର
ଆଳି: କେଶବାନନ୍ଦ ନୋଡାଲ  ବିଦ୍ୟାଳୟର ବ୍ଲକ ରିଶୋର୍ଷ ସେଣ୍ଟର କକ୍ଷରେ ବ୍ଲକ ସ୍ତରୀୟ ବିଶ୍ୱ ପରିବେଶ ଓ ଭିନ୍ନକ୍ଷମ ଦିବସ ପାଳିତ