Public App Logo
Profile Picture

Dillip Kumar Parida

@dillipkumarparidalic
44544Followers
7409Following
ଘଟଣା ଟି ସୋମବାର ଦିନ ଥିଲା
ଉଦଳା: କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଉଦଳା: ଉଦଳା ଆହାର କେନ୍ଦ୍ର କୁ ଜିଲ୍ଲାପାଳ ଫିତାକାଟି ଉଦଘାଟନ କରିବା ପରେ ପତିକ୍ରିୟା କଲେ ଏନ ଏ ସି ଅଧକ୍ଷା ଓ ଏକଜୁକେଟିଭ ଅଫିସର
ଉଦଳା: ଉଦଳା ଆଖି ହସ୍ପିଟାଲ ଫିତାକାଟି ଉଦଘାଟନ କରି ପତିକ୍ରିୟା ଦେଲେ ମୟୁରଭଞ୍ଜ ର ଜିଲ୍ଲାପାଳ
ଉଦଳା: 5ଦଫା ଦାବି ନେଇ ଜେଲ କର୍ମଚାରୀଙ୍କ ଉଦଳା ଉପକାରାଗାର ସାମ୍ନାରେ ଆମରଣ ଅନଶନ
କପ୍ତିପଦା: ଉପଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ କପ୍ତିପଦା ବ୍ଲକର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ଅଭିଯୋଗ ଆଣି ପତିକ୍ରିୟା ଦେଲେ ସ୍ଵେଛାସେଵୀ
ଉଦଳା: ବେଆଇନ ମଦ କାରବାର ନେଇ ପାଟ୍ଟଶାଣିପୁର ଜଙ୍ଗଲ ମଧ୍ୟରୁ ବାଇକ ସମେତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଉଦଳା ପୋଲିସ
ଉଦଳା: ପାଟିସାରି ଗ୍ରାମ ଛକରେ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟ ଉଦଳା ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ରଖିଲେ ପ୍ରତିକ୍ରିୟା
ଉଦଳା: ବିଷାକ୍ତ ସାପ କାମୁଡାରେ ଖଲାଡି ଗ୍ରାମର ୯ ବର୍ଷୀୟ ନାବାଳକର ମୃତ୍ୟୁ, ଉଦଳା ମେଡିକାଲର ଶବ ଗୃହରେ ମୃତଦେହ ଭର୍ତ୍ତି
ଉଦଳା: ପଟିସାରି ଗ୍ରାମ ଛକରେ ଗଛରେ ପିଟି ହୋଇ ବାଇକ ଚାଳକ ମୃତ, ଉଦଳା ମେଡିକାଲର ଶବ ଗୃହରେ ମୃତଦେହ ଭର୍ତ୍ତି
ଉଦଳା: ଏନଏସିର ମୁଖ୍ୟ ବଜାରସ୍ଥିତ ମହେନ୍ଦ୍ର ଗହଣା ଦୋକାନରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ
ଉଦଳା: ଦାମାସାହି ଛକ ନିକଟରେ ବାଇକ ଦୁର୍ଘଟଣାରେ ଜୟପୁର ଗ୍ରାମର ସାଇକେଲ ଆରୋହୀ ମୃତ, ଉଦଳା ମେଡିକାଲରେ ମୃତଦେହ ଭର୍ତ୍ତି
ଉଦଳା: ସରlସବିଲା ସେବାଶ୍ରମରେ ପାଳିତ ହେଲା ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ
ଉଦଳା: ଭୀମତାଳି ଗ୍ରାମରେ ଜିଲ୍ଲାପାଳଙ୍କ ଦ୍ୱାରା ସ୍ମାର୍ଟ ପାର୍କ ଉଦଘାଟନୀ ଉତ୍ସବରେ ଯୋଗଦେଇ ପତିକ୍ରିୟା ଦେଲେ ଏମପି ଙ୍କ ପ୍ରତିନିଧି
ଉଦଳା: ଭୀମତାଳି ଗ୍ରାମରେ ଲୋକାର୍ପିତ ହେଲା ଅମୃତ ସରୋବର ଓ ଗ୍ରାମୀଣ ମନୋରଞ୍ଜନ ପାର୍କ, ଉଦଘାଟନ କରି ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଓ ବିଡ଼ିଓ
ଉଦଳା: ସ୍ଥାନୀୟ ହୋ ସମାଜ ଓ ଶ୍ରୀମାନ ସିର୍ଜନ ଟ୍ରଷ୍ଟ ତରଫରୁ ଉଦଳା ସନ୍ଧାନ ଗୃହରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, 40ୟୁନିଟ ରକ୍ତ ସଂଗୃହୀତ
ଉଦଳା: ରଙ୍ଗାମାଟିଆ ଛକ ନିକଟରେ ଅଜଣା ବାଇକ ଧକ୍କାରେ ଟଣକାସାହି ଗ୍ରାମର 30 ବର୍ଷୀୟ ଯୁବକ ଆହତ, ମେଡିକାଲରେ ଭର୍ତ୍ତି
ଉଦଳା: ଖଡ଼ିକାଷୋଳ ଗ୍ରାମ ରାସ୍ତାରେ ଅଜଣା ବାଇକ ଧକ୍କାରେ ଗ୍ରାମର 46 ବର୍ଷୀୟା ମହିଳା ଆହତ, ମେଡିକାଲରେ ଭର୍ତ୍ତି
ଶରତ: ଶରତ ଅଞ୍ଚଳରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ନେଇ ଶରତ ବିକାଶ ମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଉଦଳା: ଦିଗନୁଆସାହି ଛକ ନିକଟରେ ବାଇକ ଦୁର୍ଘଟଣାରେ ବଡ଼ଖମଣ ଗ୍ରାମର 24ବର୍ଷୀୟ ଯୁବକ ଆହତ, ମେଡିକାଲରେ ଭର୍ତ୍ତି
ଉଦଳା: ଶୁକ୍ରବାର ଉଦଳା ହୋଣ୍ଡା ଶୋ ରୁମ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସିସିଟିଭି ଭିଜୁଆଲ ଜବତ କରି ଉଦଳା ପୋଲିସର ତଦନ୍ତ ଆରମ୍ଭ
ଉଦଳା: ବାଘୁଆ ହୁଡ଼ିରୁ ଶାଳଖୁଣ୍ଟା ଗ୍ରାମର 19 ବର୍ଷୀୟା ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ଉଦଳା ମେଡିକାଲରେ ହେଲା ବ୍ୟବଚ୍ଛେଦ
ଉଦଳା: ହୋଣ୍ଡା ସୋ' ରୁମ ନିକଟରେ ବୋଲରୋ ଧକ୍କାରେ ବାଇକ ଆରୋହୀ ମୃତ, ଉଦଳା ମେଡିକାଲରେ ମୃତଦେହ ଉଦ୍ଧାର
ଉଦଳା: କଟୁରିଆ ହାଟ ନିକଟରେ ଡମ୍ପର ଧକ୍କାରେ ଦେବାନବାହାଳୀ ଗ୍ରାମରେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ,ଉଦଳା ମେଡିକାଲରେ ମୃତଦେହ ଭର୍ତ୍ତି
ଉଦଳା: ଏନଏସି ର କଲ୍ୟାଣୀ ମଣ୍ଡପରେ ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ରଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ