Public App Logo
Profile Picture

madhab chandra Dash

@dashmadhab872
15558Followers
27Following
କୋଟଗଡ: ସ୍ଥାନୀୟ CRPF କ୍ୟାମ୍ପ ରୁ ଯବାନଙ୍କ ଆମ୍ବୃତ କଲ୍ୟାଣ ଯାତ୍ରାରେ ବାହାରି କୋଟଗଡ ଗ୍ରାମବାସୀ ଙ୍କ ଠୁ ମାଟି ସଂଗ୍ରହ କଲେ ଯବାନ
କୋଟଗଡ: ସ୍ଥାନୀୟ ବିଜୁ କଲ୍ୟାଣମଣ୍ଡପ ରେ RBI DIA ସଚେତନତା କର୍ମଶାଳା ଅନୁଷ୍ଠିତ
କୋଟଗଡ: ଜରିଘାଟି ଚର୍ଚ୍ଚ ସମ୍ମୁଖରେ ବିଶ୍ୱ ଶାନ୍ତି ଦିବସ ପାଳିତ
କୋଟଗଡ: ଶ୍ରାଲିଗୁଡା ନଈରେ ଗାଧୋଇବା ବେଳେ ନାବାଳିକା ନିଖୋଜ ଘଟଣା, 48ଘଣ୍ଟା ପରେ ମିଳିଲା ମୃତଦେହ
କୋଟଗଡ: ଶ୍ରାଲିଗୁଡା ନଈରେ ଗାଧୋଇବାବେଳେ ଭାସିଯାଇ ନାବାଳିକା ନିଖୋଜ ଘଟଣା,ଆଦ୍ୟାବଧି ମିଳିଲାନି ନିଖୋଜ ନାବାଳିକା ର ପତ୍ତା
କୋଟଗଡ: ଶ୍ରାଲିଗୁଡା ନାଳରେ ଗାଧୋଇବା ବେଳେ ଭାସିଗଲେ ୨ ନାବାଳିକା; ଜଣେ ଉଦ୍ଧାର ଓ ଅନ୍ୟ ଜଣେ ନିଖୋଜ
କୋଟଗଡ: ଲଗାତାର ୩ୟ ଦିନରେ କୋଟଗଡ ବିଈଓ କାର୍ଯ୍ୟାଳୟ ସମ୍ମୁଖରେ ରେ ଗଣଧାରଣା ରେ ଶିକ୍ଷକ, ନବୀନ ଢଙ୍ଗରେ ଅଭିନୟ କରି ଦାବୀ ଉପସ୍ଥାପନା କଲେ ଶିକ୍ଷକ
କୋଟଗଡ: ନାବାଳିକା ଅପହରଣ ମାମଲାରେ ପିପଳପଙ୍କାରୁ ଅଭିଯୁକ୍ତକୁ ଗିରଫ କଲା କୋଟଗଡ ପୋଲିସ
କୋଟଗଡ: ପିପାଡି ମୁଖ୍ୟ ରାସ୍ତାରେ ଟ୍ରକ ଚଢିଯିବାରୁ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଅବରୋଧ
କୋଟଗଡ: ଦେୱାନୀ ଓ ଫୌଜଦାରୀ କୋର୍ଟରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ
କୋଟଗଡ: ପକାରୀ ୫ଟି ବିଦ୍ୟାଳୟ ନିର୍ମାଣ ର ବକେୟା ବିଲ ପାଇବା ଦାବୀ ରେ ବିଦ୍ୟାଳୟ ରେ ତାଲା ପକାଇଲେ ଠିକାଦାର, ବାହାରେ ପାଠ ପଢିଲେ ବିଦ୍ୟାର୍ଥୀ
କୋଟଗଡ: ବ୍ଲକ ସଭାଗୃହରେ ଓଡିଶା ବିକଳାଙ୍ଗ ମଞ୍ଚପକ୍ଷରୁ ମୌଳିକ ଆଇନ ଅଧିକାର କର୍ମଶାଳା
କୋଟଗଡ: ସାଜେଲିରେ ଗଛରେ ଝୁଲି ଯୁବକଙ୍କ ମୃତ୍ୟୁ; ସ୍ତ୍ରୀ କୋଟଗଡ଼ ଥାନାରେ କଲେ ହତ୍ୟା ଅଭିଯୋଗ
କୋଟଗଡ: ସ୍ଥାନୀୟ ଦୁର୍ଗାପୂଜାମଣ୍ଡପ ରେ ଗ୍ରାମବାସୀଙ୍କୁ ନେଇ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କୋଟଗଡ: ଶ୍ରାଲିଗୁଡାରେ ବଜ୍ରାଘାତରେ ୨ଟି ବଳଦ ମୃତ, ୩ ଆହତ
କୋଟଗଡ: କୃଷ୍ଣନଗରରେ ଗାଡ଼ି ମୋଟର ଯାଞ୍ଚ ବେଳେ କାରରୁ ମିଳିଲା ଗଞ୍ଜେଇ, ଜଣେ ଗିରଫ
କୋଟଗଡ: ମଣିପୁର ହିଂସାକୁ ନେଇ କୋଟଗଡ଼ ବଜାରରେ ଶାନ୍ତି ଶୋଭାଯାତ୍ରା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
କୋଟଗଡ: ନାଗସାପକାମୁଡା ରେ ଶ୍ରାଲିଗୁଡା ର ମହିଳାମୃତ
କୋଟଗଡ: ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଡ୍ରାଇଭର ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ଓ ବଜାର ଶୋଭାଯାତ୍ରା ଆୟୋଜିତ
କୋଟଗଡ: ବ୍ଲକର ବିଭିନ୍ନ ସ୍ଥାନରେ ୭୭ତମ ସ୍ୱାଧୀନତା ଦିବସ ପାଳନ
କୋଟଗଡ: ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟରେ ବିଶ୍ବ ହସ୍ତୀ ଦିବସ ପାଳିତ
କୋଟଗଡ: ସ୍ଥାନୀୟ ଥାନା ସଭାଗୃହରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
କୋଟଗଡ: ଖାରିନାଳ ନିକଟରେ ଘୋଷାଡ଼ି ନେଲା ଟ୍ରକ, ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲେ ୩ ବାଇକ ଆରୋହୀ
କୋଟଗଡ: ମାର୍ଲାଙ୍ଗା ଉଚ୍ଚ ବିଦ୍ୟାଳୟରେ ମାଟ୍ରୋନ ଓ ପ୍ରଧାନ ଶିକ୍ଷକ ବଦଳି ଦାବି ଘଟଣା, ତଦନ୍ତ କଲେ ପ୍ରଶାସନିକ ଅଧିକାରୀ
କୋଟଗଡ: ବ୍ଲକ ମିଶନ ଶକ୍ତି ଭବନରେ ଜିଲ୍ଲା ପରିଷଦ ପକ୍ଷରୁ ଦକ୍ଷତା ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ