Public App Logo
Profile Picture

Kabita Panda

@kabita3750
28937Followers
17Following
ଭଦ୍ରକ ଗ୍ରାମାଞ୍ଚଳ: ନୂଆ ହେଡକ୍ୱାର୍ଟର କ୍ୟାମ୍ପସ ପରିଦର୍ଶନ କଲେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ; ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ କଲେ ସମୀକ୍ଷା
ଭଦ୍ରକ ଗ୍ରାମାଞ୍ଚଳ: 16ନମ୍ବର ଜାତୀୟ ରାଜପଥ କହରାପୋଖରୀଠାରେ ଦୁର୍ଘଟଣାରେ 2ମୃତ ଓ ଜଣେ ଗୁରୁତର; ଘୋଷଣା କଲେ ଭଦ୍ରକ ଡାକ୍ତର
ଭଦ୍ରକ ଗ୍ରାମାଞ୍ଚଳ: ଆରଡ଼ି ଛକ ନିକଟରେ ବର୍ଷା ପାଣି ଜମି ରହିଥିବାରୁ ଦୁର୍ଘଟଣାର ଶିକାର ହେଲେ ବାଇକ ଚାଳକ
ଭଦ୍ରକ ଗ୍ରାମାଞ୍ଚଳ: ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ଅଶୋକ କୁମାର ଶତପଥୀଙ୍କୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସହରର ଓରିଅନ ନିକଟରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା ଦେଲା ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା
ଭଦ୍ରକ ଗ୍ରାମାଞ୍ଚଳ: ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ବାସଭବନରେ ଭେଟିଲେ ଉର୍ସ କମିଟିର କର୍ମକର୍ତ୍ତା; ଖାନକା ସରିଫ ପରିସରରେ ପାଣି ଟାଙ୍କି ପାଇଁ ଦେଲେ ଦାବିପତ୍ର
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପୂର୍ବରୁ ଧରଣାକାରୀଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା କାର୍ଯ୍ୟାଳୟରେ କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କମିଟିର ମୁଖପାତ୍ର ଭାବେ ମନୋନୀତ ହେଲେ ଭବେନ୍ଦ୍ର ସାହୁ
ଭଦ୍ରକ ଗ୍ରାମାଞ୍ଚଳ: ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ଭଦ୍ରକ ଗସ୍ତ, ଚାଷ ଜମି ବୁଲି ଦେଖିବା ସହ ମରୁଡି ଘୋଷଣା ପାଇଁ କଲେ ଦାବି
ଭଦ୍ରକ ଗ୍ରାମାଞ୍ଚଳ: ହସପିଟାଲରେ ଚିକିତ୍ସିତ ରୋଗୀଙ୍କର ରକ୍ତର ଆବଶ୍ୟକତା ହେତୁ ସହିଦ ଭଗତ ସେନା ସଂଗଠନର ସଦସ୍ୟା ରକ୍ତ ଦେଲେ
ଭଦ୍ରକ ଗ୍ରାମାଞ୍ଚଳ: ଓଲଙ୍ଗ ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସଞ୍ଜୀବ ମଲ୍ଲିକ
ଭଦ୍ରକ ଗ୍ରାମାଞ୍ଚଳ: ସାର କଳାବଜାରୀକୁ ନେଇ ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦେଲେ ଦାବିପତ୍ର
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା ବାର ଆସୋସିଏସନ କାର୍ଯ୍ୟାଳୟ ପରିସରରେ ଆଇନଜୀବୀ ସ୍ବର୍ଗତଃ ବିବେକାନନ୍ଦ ମହାନ୍ତିଙ୍କ ଚିତ୍ର ଉନ୍ମୋଚିତ
ଭଦ୍ରକ ଗ୍ରାମାଞ୍ଚଳ: ରୋଟାରୀ ମିଡଟାଉନ ପକ୍ଷରୁ ବିନାୟକ କଲେଜ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି
ଭଦ୍ରକ ଗ୍ରାମାଞ୍ଚଳ: କୋରକୋରା ପଞ୍ଚାୟତରେ ବିଜେଡି ଛାଡି ବିଜେପିରେ ଯୋଗଦେଲେ ବହୁ ଯୁବକ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୌରାଞ୍ଚଳ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଭଦ୍ରକ ଜିଲ୍ଲାପାଳ
ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ଠାରେ ସାର ଦୋକାନରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଅନ୍ୟ ଅଧିକାରୀଙ୍କ ଚଢ଼ାଉ
ଭଦ୍ରକ ଗ୍ରାମାଞ୍ଚଳ: ଡଗରା ସାହି ରେଳ ଫାଟକରେ ଟ୍ରେନ ଧକ୍କାରେ ଗୁରୁତର ହୋଇ ଟ୍ରାକ ମଝିରେ ଥିବା ଗୋମାତାକୁ ଉଦ୍ଧାର କଲେ ଫ୍ରେଣ୍ଡସ ଗ୍ରୁପ ସଦସ୍ୟ
ଭଦ୍ରକ ଗ୍ରାମାଞ୍ଚଳ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ଯୋଗ ଦେଲେ 
ଭଦ୍ରକ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ
ଭଦ୍ରକ ଗ୍ରାମାଞ୍ଚଳ: ଗଣେଶ ପୂଜା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସଦଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା ପଗଡ଼ ଗାଁର ପ୍ରଖ୍ୟାତ କଳାକାର ପ୍ରଫୁଲ୍ଲ କୁମାର ପଣ୍ଡାଙ୍କର ଦେହାନ୍ତ,ଜିଲ୍ଲା କଳାକାରଙ୍କ ଶୋକ
ଭଦ୍ରକ ଗ୍ରାମାଞ୍ଚଳ: ବନ୍ତ ଛକ ନିକଟ ଦୋକାନ ସାମ୍ନାରୁ ଚପଲ ଚୋରିର ସିସିଟିଭି ଫୁଟେଜ ଭାଇରାଲ
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ସମୟରେ 44 ଜଣ ନିଖୋଜ ଶିଶୁ ଉଦ୍ଧାର ଓ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ ଯୋଗେ ଏସପିଙ୍କ ସୂଚନା
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଶିଷ୍ଠ ଶିକ୍ଷାବିତ ସ୍ବର୍ଗତ ବାଞ୍ଛାନିଧି ବେହେରାଙ୍କ ଶେଷ ଦର୍ଶନ ଓ କଲେ ପୂର୍ବତନ ବିଧାୟକ ।
ଭଦ୍ରକ ଗ୍ରାମାଞ୍ଚଳ: ପ୍ରୋଜେକ୍ଟ ଡ଼ାଇରେକ୍ଟର ଓ ବାଲେଶ୍ୱର ଏନଏଚଏଆଇଙ୍କ ସହ ଆବାସିକ କାର୍ଯ୍ୟାଳୟରେ ଆଲୋଚନା କଲେ ଭଦ୍ରକ ସାଂସଦ