Public App Logo
Profile Picture

ମେଲଛାମୁଣ୍ତା ଖବର

@m76168
55863Followers
3Following
ମେଳଛାମୁଣ୍ଡା: ସ୍ଥାନୀୟ ଲାଇନ୍ସ କ୍ଲବ ଦ୍ବାର‍ା ମେଲଛାମୁଣ୍ତା ମହାବିଦ୍ୟାଳୟରେ ମାଗଣା ସ୍ଵାସ୍ଥ୍ୟ ଶିବିରି ଆୟୋଜିତ; ବିଧାୟିକା ବର୍ଷା ସିଂଙ୍କ ଯୋଗଦାନ
ମେଳଛାମୁଣ୍ଡା: ଘନାମାଲ ଗ୍ରାମର ବ୍ୟକ୍ତିଙ୍କ ଘରେ ପଶି ଚୋରି ଉଦ୍ୟମ ଘଟଣା: ଲୁଟେରାକୁ ଗିରଫ କଲା ମେଲଛାମୁଣ୍ତା ପୋଲିସ
ମେଳଛାମୁଣ୍ଡା: ଚିଖିଲି ପଞ୍ଚାୟତରେ ଆଦିବାସୀ ଓବିସି ଦଳିତ ସେନା ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମେଳଛାମୁଣ୍ଡା: ଘନାମାଲ ଗ୍ରାମର ବ୍ୟକ୍ତିଙ୍କ ଘରେ ପଶି ଚୋରି ଉଦ୍ୟମ ବେଳେ ଲୁଟେରାକୁ କାବୁ କଲେ ପରିବାର ଲୋକେ
ମେଳଛାମୁଣ୍ଡା: ଜଡ଼ାଗଞ୍ଜା ଗ୍ରାମରେ ମେଲଛାମୁଣ୍ତା ପୋଲିସର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଜଣେ ଅଟକ
ମେଳଛାମୁଣ୍ଡା: ଜ୍ଞାନ ଗ୍ରାମର ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମେଲଛାମୁଣ୍ତା ଥାନା ଅଧିକାରୀ ମାନସ ରଞ୍ଜନ ଭୋଇ
ମେଳଛାମୁଣ୍ଡା: ଡାଙ୍ଗଵାହାଲ ଅନୁଷ୍ଠିତରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଯୋଗଦେଲେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଆଦିବାସୀ ନେତା ଗୋବର୍ଦ୍ଦନ ଭୁଏ
ମେଳଛାମୁଣ୍ଡା: ଫିରିଗିମାଲ ପଞ୍ଚାୟତର ପ୍ରସ୍ତୁତି ବୈଠକରେ ଯୋଗଦେଲେ ବ୍ଲକର ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ
ମେଳଛାମୁଣ୍ଡା: ପଦ୍ମପୁର ଗୋରୁ ବଜାରରେ ଅନୁଷ୍ଠିତ ବୈଠକରେ ଯୋଗଦେଲେ ବ୍ଲକର ରାଜବୋରାସମ୍ବର କୃଷକ ସଂଗଠନ
ମେଳଛାମୁଣ୍ଡା: ପଣ୍ତରିପାଣି ଗ୍ରାମରେ ଆୟୋଜିତ ନାମଯଜ୍ଞ ଉତ୍ସବରେ ଯୋଗଦେଲେ ଭଟଲି ବିଧାୟକ ସୁଶାନ୍ତ ସିଂ
ମେଳଛାମୁଣ୍ଡା: ଜ୍ଞାନ ଗ୍ରାମର ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଭଟଲି ବିଧାୟକ ଶୁଶାନ୍ତ ସିଂ
ମେଳଛାମୁଣ୍ଡା: ଘନାମାଲ ଗ୍ରାମରେ ମେଲଛାମୁଣ୍ତା ପୋଲିସର ଚଢାଉ, ବିପୁଳ ପରିମାଣରେ ବିଦେଶୀ ମଦ ଠାବ ସହ ଜଣେ ଅଟକ
ମେଳଛାମୁଣ୍ଡା: ବ୍ଲକରେ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ୭୨ତମ ଭକ୍ତ ସମ୍ମିଳନୀରେ ଯୋଗଦେଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା
ମେଳଛାମୁଣ୍ଡା: ଦୁର୍ବୁଲାବାହାଲ ଛକ ନିକଟରେ ଉଦ୍ଧାର ବିରାଟ ଅଜଗର ସାପକୁ ଝାଞ୍ଜ ପାହାଡ ଜଙ୍ଗଳରେ ଛାଡିଲା ବନ ବିଭାଗ
ମେଳଛାମୁଣ୍ଡା: କଟାବାହାଲ ପଞ୍ଚାୟତର ବିଭିନ୍ନ ଗାଁ ମାନଙ୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମେଳଛାମୁଣ୍ଡା: ଦୁର୍ବୁଲାବାହାଲ ଛକ ନିକଟରୁ ବିରାଟ ଅଜଗର ସାପ ଉଦ୍ଧାର
ମେଳଛାମୁଣ୍ଡା: ମେଲଛାମୁଣ୍ତା ପଶ୍ଚିମ ଓଡିଶା ଯୁବା ମଞ୍ଚ ପକ୍ଷରୁ ସମ୍ବଲପୁର ଆରଡିସିଙ୍କୁ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ
ମେଳଛାମୁଣ୍ଡା: ଅଞ୍ଚଳରେ ଭକ୍ତ ସମ୍ମିଳନୀ ଆୟୋଜନ ଅନୁମତି ବାତିଲ ନିର୍ଦ୍ଦେଶକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ
ମେଳଛାମୁଣ୍ଡା: ଜିଲ୍ଲା ପୋଲିସ ମୁଖ୍ୟାଳୟରେ ନୂତନ ଏସପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ମେଲଛାମୁଣ୍ତା ଥାନା ଅଧିକାରୀ
ମେଳଛାମୁଣ୍ଡା: ଜ୍ଞାନ ଗ୍ରାମରେ ଅନୁଷ୍ଠିତ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟିକା ବର୍ଷା ସିଂ ବରିହା
ମେଳଛାମୁଣ୍ଡା: ଟାଲ ଗ୍ରାମରେ ମେଲଛାମୁଣ୍ତା ପୋଲିସ ଚଢାଉ, ବିପୁଳ ପରିମାଣ ଦେଶୀମଦ ଜବତ ସହ ଜଣେ ଅଟକ
ମେଳଛାମୁଣ୍ଡା: ଘେସଁ ବଜାରରେ ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ଚାଷୀ ମାନଙ୍କର ବୈଠକ ଅନୁଷ୍ଠିତ
ମେଳଛାମୁଣ୍ଡା: ସମାରପାଲି ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଜଣକୁ ଅଟକ ରଖିଛି ପୋଲିସ
ମେଳଛାମୁଣ୍ଡା: ପେଟୁପାଲି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ବୁୁର୍ଲା ସ୍ଥାନାନ୍ତର
ମେଳଛାମୁଣ୍ଡା: ଦିପ୍ତିପୁର ନିକଟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ଘଟଣାରେ ଜଣକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ