Public App Logo
Profile Picture

Bangomunda Samachar

@huleswarpress1
93876Followers
25741Following
ବଙ୍ଗୋମୁଣ୍ଡା: ଗନ୍ଧରାବନ୍ଧ ଗାଁରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଘଟଣା; ଅଭିଯୁକ୍ତକୁ ଗିରଫ କଲା ବଙ୍ଗୋମୁଣ୍ଡା ପୋଲିସ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଆମ୍ବେଦକର ନଗରରେ ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର
ବଙ୍ଗୋମୁଣ୍ଡା: ଗନ୍ଧରାବନ୍ଧ ଗାଁରେ ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା
ସିନ୍ଧେକେଲା: ସ୍ଥାନୀୟ ପଞ୍ଚାୟତକୁ ଗସ୍ତ କଲେ କଣ୍ଟାବାଞ୍ଜି ବିଧାୟକ
ବଙ୍ଗୋମୁଣ୍ଡା: ନାନାଝର ଗାଁରେ ଭାଙ୍ଗିଗଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ସିନ୍ଧେକେଲା: ଅଲଣ୍ଡା ଗ୍ରାମର ବାବା ମଠ ଠାରେ ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଆମ୍ବେଦକର ଛକ ଠାରେ କାରକୁ ଧକ୍କା ଦେଇ ୫ ଫୁଟ ତଳକୁ ଖସିଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ
ସିନ୍ଧେକେଲା: ସିନ୍ଧେକେଲା ଠାରେ ମା' ଦୁର୍ଗା ମନ୍ଦିରର କୁମ୍ଭ ଭରଣ ଉତ୍ସବରେ ସାମିଲ ହେଲେ କଣ୍ଟାବାଞ୍ଜି ବିଧାୟକ
ବଙ୍ଗୋମୁଣ୍ଡା: ପଲସଖଣ୍ଡର ବିଭିନ୍ନ ସମସ୍ୟା ନେଇ ଚୁଲିଫୁଙ୍କା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ସିନ୍ଧେକେଲା: ରାଣୀପୁର ଝରିଆଲ ଐତିହାସିକ ଯୋଗିନୀ ପୀଠରେ ବ୍ଲକ ବିଜେପି ପକ୍ଷରୁ ବୈଠକ ଅନୁଷ୍ଠିତ
ବଙ୍ଗୋମୁଣ୍ଡା: ଗନ୍ଧରାବନ୍ଧ ଗାଁରେ ଖେଳୁଥିବା ବେଳେ ଧାନ କଳରେ ନାବାଳକର କଟିଲା ଆଙ୍ଗୁଳି, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ସିନ୍ଧେକେଲା: ଜାମଖୁଣ୍ଟା ପଞ୍ଚାୟତ ଗସ୍ତ କଲେ କଣ୍ଟାବାଞ୍ଜି ବିଧାୟକ
ବଙ୍ଗୋମୁଣ୍ଡା: କପିଲାଭଟା ଗାଁରେ ସାପ କାମୁଡ଼ାରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ସିନ୍ଧେକେଲା: ଜାମଖୁଣ୍ଟା ଗାଁରେ ଚାଷୀ ସଙ୍ଗଠନର ବୈଠକ ଅନୁଷ୍ଠିତ
ସିନ୍ଧେକେଲା: ଜାମଖୁଣ୍ଟା ଗାଁରେ କାଳବୈଶାଖୀରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କଲେ ବିଧାୟକ
ସିନ୍ଧେକେଲା: ବିଭିନ୍ନ ସମସ୍ୟା ନେଇ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଅଞ୍ଚଳବାସୀଙ୍କ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା-ସିନ୍ଧେକେଲା ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣରେ ଦୁର୍ନୀତି ଅଭିଯୋଗ, ତଦନ୍ତ କଲେ ବଲାଙ୍ଗୀର ଡିଏଫଓ
ବଙ୍ଗୋମୁଣ୍ଡା: ମନିଗାଁ ଗ୍ରାମକୁ ଗସ୍ତ କଲେ କଣ୍ଟାବାଞ୍ଜି ବିଧାୟକ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ଉପରେ କର୍ମଶାଳା ଅନୁଷ୍ଠିତ
ସିନ୍ଧେକେଲା: ଭୁର୍ଷାଗୁଡା ଗାଁରେ ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ
ବଙ୍ଗୋମୁଣ୍ଡା: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅମଲା ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ
ସିନ୍ଧେକେଲା: ଚାନ୍ଦୋତରା ଗାଁରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ବୈଠକ ଅନୁଷ୍ଠିତ
ବଙ୍ଗୋମୁଣ୍ଡା: କନାବିରା ଗାଁକୁ ଗସ୍ତ କଲେ କଣ୍ଟାବାଞ୍ଜି ବିଧାୟକ
ସିନ୍ଧେକେଲା: ଚକନିପଦର ଗାଁର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପହଞ୍ଚିଲା ବ୍ଲକ ପ୍ରଶାସନ
ସିନ୍ଧେକେଲା: ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ପଛୁଆ ବର୍ଗ ସର୍ଭେ ନେଇ ପ୍ରତିକ୍ରିୟା ରଖିଲେ ବିଡ଼ିଓ ରିପୁନାଥ ସୁନା