Public App Logo
Profile Picture

ଆଠଗଡ଼ ଖବର

@tigiriaathgarh
50269Followers
1Following
ଆଠଗଡ: ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଖୁଣ୍ଟୁଣୀ: ରାଧାରମଣପୁର ଆଦର୍ଶ କାରାଗାରର କର୍ମଚାରୀଙ୍କ ୫ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ
ଆଠଗଡ: ବିଷ୍ଣୁପୁର ଗ୍ରାମରେ ବୋମା ମାଡ ଘଟଣାକୁ ନେଇ ଥାନାରେ ପ୍ରତିକ୍ରିୟା ରଖିଲେ ଥାନା ଅଧିକାରୀ
ଖୁଣ୍ଟୁଣୀ: ପାନିଆମା ଛକରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ
ଆଠଗଡ: ଆଠଗଡ଼ ଥାନାରେ କଟକ ଗ୍ରାମାଞ୍ଚଳ ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ ରେ ମଣିଆବନ୍ଧ ହତ୍ୟାକାଣ୍ଡ ର ଖୁଲାସା।
ଆଠଗଡ: ମାଳବିହାରପୁର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ
ଆଠଗଡ: ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡ଼କ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ଜଣେ ଗୁରୁତର
ଖୁଣ୍ଟୁଣୀ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମରେ ସ୍ତ୍ରୀ ର ପରକିୟା ପ୍ରୀତିରୁ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ସ୍ବାମୀ।
ଆଠଗଡ: ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପୋଷଣମାସ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ।
ଆଠଗଡ: ଆଠଗଡ଼ ତହସିଲ ପକ୍ଷରୁ ଆଠଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ, ଦୁଇଟି ଟ୍ରାକ୍ଟର ଜବତ
ଆଠଗଡ: ଆଠଗଡ଼ ଓ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀ ତାରେଣୀ ମନ୍ଦିର ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ୧୦୫ ଗ୍ରାମ ବ୍ରାଉନସୁଗାର ଜବତ ।
ଆଠଗଡ: ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ୩ଦଫା ଦାବିରେ ଗଣଧାରଣା
ଆଠଗଡ: ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ ପକ୍ଷରୁ ୧୪ ଦଫା ଦାବିରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ
ଖୁଣ୍ଟୁଣୀ: ଖୁଣ୍ଟୁଣୀ:ଆଠଗଡ଼ ମିନି ଷ୍ଟାଡିୟମ ଠାରେ ଶିକ୍ଷା ଜ୍ୟୋତି ସମ୍ମାନ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ।
ଖୁଣ୍ଟୁଣୀ: ଖୁଣ୍ଟୁଣୀ କୁମାରପୁର ପଞ୍ଚାୟତ ଦୁର୍ଗା ମନ୍ଦିର ଠାରେ ବିଜେପିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ଖୁଣ୍ଟୁଣୀ: ଖୁଣ୍ଟୁଣୀ ରାଧାକିଶୋରପୁର ପଞ୍ଚାୟତ ଜମ୍ବେଶ୍ଵର ବିଦ୍ୟାପୀଠ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।୧୩୬ ୟୁନିଟ ରକ୍ତ ସଂଗ୍ରହ।
ଆଠଗଡ: ଆଠଗଡ଼ ଥାନାରୁ ଅଭିଯୁକ୍ତ ଫେରାର ଘଟଣାରେ ଜଣେ ସହକାରୀ ସବ ଇନ୍ସପେକ୍ଟର ଓ କନେଷ୍ଟବଳ ନିଲମ୍ବିତ
ଆଠଗଡ: ଆଠଗଡ଼ ଥାନାରୁ ବୋମାମାଡ ଘଟଣାରେ ଗିରଫ ହୋଇ ଫେରାର ହୋଇଥିବା ବିରଞ୍ଚି ନାରାୟଣ ମନ୍ତ୍ରୀଙ୍କୁ ସହଯୋଗ କରିଥିବା ଯୁବକ ସମସରପୁର ଗ୍ରାମରୁ ଗିରଫ
ଆଠଗଡ: ଆଠଗଡ଼ ଥାନାରୁ ଆସାମୀ ଫେରାର। ଫେରାର ରେ ସହଯୋଗ କରିଥିବା ବାପି ପରିଡ଼ା ଗିରଫ।
ଆଠଗଡ: ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ ମଦ ସହିତ ପଞ୍ଚ ନଷ୍ଟ।
ଖୁଣ୍ଟୁଣୀ: କଣ୍ଡରେଇ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଆଠଗଡ: ନଡୁଆପଡା ଛକ ଠାରେ ରାତିରେ ଟ୍ରକ ଅଟକାଇ ଲୁଟ, ଥାନାରେ ଅଭିଯୋଗ
ଆଠଗଡ: କୋରୋଙ୍ଗାରେ ଅବକାରୀ ବିଭାଗର ଚଢଉକୁ ନେଇ ଗ୍ରାମରେ ପ୍ରତିକ୍ରିୟା ରଖିଲେ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ
ଖୁଣ୍ଟୁଣୀ: ଖୁଣ୍ଟୁଣୀ ବନାଞ୍ଚଳ ଡବାଗାଡିଆ ଗ୍ରାମରୁ ହରଣିର ଖଣ୍ଡବିଖଣ୍ଡିତ ମାଂସ ଜବତକୁ ନେଇ ଖୁଣ୍ଟୁଣୀ ରେ ପ୍ରତିକ୍ରିୟା ରଖିଲେ ରେଞ୍ଜର
ଆଠଗଡ: ଜେନାପଦା ଗ୍ରାମରେ ବାକି ଟଙ୍କା ମାଗିବାରୁ ଦୋକାନୀଙ୍କୁ ଆକ୍ରମଣ ସହ ଦୋକାନ ଉପରେ ଟ୍ରକ ଚଢାଇଲା ଅଭିଯୁକ୍ତ