Public App Logo
Profile Picture

Jonk Express

@jonk.updates
14658Followers
11Following
ଜୋଙ୍କ: ସୀମାନ୍ତ ମହାସମୁନ୍ଦ ସ୍ଥିତ କାର୍ଯ୍ୟାଳୟ ଠାରେ ମହାସମୁନ୍ଦ ସାଂସଦଙ୍କୁ ସାକ୍ଷାତ କଲେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ
ଜୋଙ୍କ: ଭଗତ ସିଂହ ଜୟନ୍ତୀ ପାଳନ ପାଇଁ ଆଜି ସାର୍ବଜନୀକ ଧର୍ମଶାଲାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ସତ୍ୟ ଧର୍ମ ସେନା ସଭାପତି
ଜୋଙ୍କ: ଖରିଆର ରୋଡ ଅଞ୍ଚଳରେ ନୂଆଁଖାଇ ପାଳିତ
ଜୋଙ୍କ: ସ୍ଥାନୀୟ ୧୮ ନମ୍ୱର ୱାର୍ଡରେ ସିଲେଇ ତାଲିମ ଶିବିରର ଉଦଘାଟନ କରି ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
ଜୋଙ୍କ: ଖରିଆର ରୋଡ ବଡ଼ି ଗରବିରେ ଦୁର୍ଗା ପୂଜା ଓ ଗରବା ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୋଙ୍କ: ଭୁବନେଶ୍ବରରେ ଗେଲେଣ୍ଟ୍ରି ପଦକ ପାଇ ସହର ଫେରିବା ପରେ ଜୋଙ୍କ ଥାନା ଅଧିକାରୀଙ୍କୁ ସମ୍ୱର୍ଦ୍ଧନା
ଜୋଙ୍କ: ଖରିଆର ରୋଡରେ ଟେଲରିଂ ୟୁନିଟ ଉଦଘାଟିତ, ଯୋଗଦେଲେ ମନ୍ତ୍ରୀ
ଜୋଙ୍କ: ଭାନପୁର ଓ କୁଲିଆବନ୍ଧା ଗାଁରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୋଙ୍କ: ମନ୍ଦିରହସୌଦ ନିକଟରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଲାଗିଲା ନିଆଁ, ଏନେଇ ଖରିଆର ରୋଡ ଷ୍ଟେସନରେ ପ୍ରତିକ୍ରିୟା ରଖିଲେ ଯାତ୍ରୀ
ଜୋଙ୍କ: ଭୁବନେଶ୍ବର ସ୍ଥିତ ଲୋକସେବା ଭବନରେ ପୋଲିସ ଗେଲେଣ୍ଟ୍ରି ପଦକ ପାଇଲେ ଜୋଙ୍କ ଥାନା ଅଧିକାରୀ
ଜୋଙ୍କ: ନେଗିପାଲି, ସରେଇପାଲି ଓ ଭାଲେଶ୍ଵରରେ ମୋ ମାଟି ମା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୋଙ୍କ: ଖରିଆର ରୋଡ ଏଫସିଆଇ ଗୋଡାଉନ ନିକଟରେ  ଏନଏଚ ୩୫୩ର ଗର୍ତ୍ତ ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ ଏନଏଚ ଏସଡିଓ
ଜୋଙ୍କ: ସ୍ଥାନୀୟ ଏକତା ମହିଲା ମଣ୍ଡଳ ଭବନରେ ହିନ୍ଦୀ ଦିବସ ପାଳିତ
ଜୋଙ୍କ: ଖରିଆର ରୋଡ ସିଏଚସିରେ ଆୟୁଷ୍ମାନ ଭବ ଯୋଜନାର  ଶୁଭାରମ୍ଭ, ପ୍ରତିକ୍ରିୟା
ଜୋଙ୍କ: ନେଦରଲ୍ୟାଣ୍ତରେ ଆୟୋଜିତ ୟୁଥ୍ ଇଭେଣ୍ଟରେ ଯୋଗଦେଇ ଗାଁ ଫେରିଲେ ଗୋତମାର ଦୀପାଞ୍ଜଳି ସାହୁ
ଜୋଙ୍କ: ଦଶହରା ପାଇଁ ସାର୍ବଜନୀନ ଧର୍ମଶାଳାରେ ବୈଠକ ଅନୁଷ୍ଠିତ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ସମାଜସେବୀକା ପ୍ରମିଳା ଶର୍ମାଙ୍କ ପ୍ରତିକ୍ରିୟା
ଜୋଙ୍କ: ଖରିଆର ରୋଡରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ; ଯୋଗଦେଲେ ମନ୍ତ୍ରୀ ଓ ସାଂସଦ
ଜୋଙ୍କ: ଖରିଆର ରୋଡରେ ବିଜେପି ପକ୍ଷରୁ "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା
ଜୋଙ୍କ: ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ଖରିଆର ରୋଡରେ ଉଦୟନିଧି ଷ୍ଟାଲିନ ଓ ଏ ରାଜାଙ୍କ କୁଶ ପୁତ୍ତଳିକା ଦାହ; ସ୍ଥାନୀୟ ସନାତନୀଙ୍କ ପ୍ରତିକ୍ରିୟା
ଜୋଙ୍କ: ରାଜ୍ୟ ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିରୋମାଲ ଗାଁରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଜୋଙ୍କ: ଭୁବନେଶ୍ୱରରେ ବିଜେପି ରାଜ୍ୟ ସଭାପତିଙ୍କୁ ସାକ୍ଷାତ କଲେ ଖରିଆର ରୋଡ ଏନଏସି ଅଧ୍ୟକ୍ଷା
ଜୋଙ୍କ: ଭୁବନେଶ୍ୱରରେ ଅନୁଷ୍ଠିତ ଜେଡଆରୟୁସିସି ବୈଠକରେ ଯୋଗଦେଲେ ଖରିଆର ରୋଡର ଗୋଲ୍ଡି ଅଗ୍ରୱାଲ
ଜୋଙ୍କ: ଖରିଆର ରୋଡର ବିଭିନ୍ନ ୱାର୍ଡରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ, ଯୋଗଦେଲେ ଏନଏସି ଅଧ୍ୟକ୍ଷା
ଜୋଙ୍କ: ଖରିଆର ରୋଡ ଶ୍ରୀରାମ ମନ୍ଦିରରେ ସାମୁହିକ ତୁଳାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ମନ୍ତ୍ରୀ
ଜୋଙ୍କ: ଖରିଆର ରୋଡ ଗଣପତି ପ୍ୟାଲେସରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ଯୋଗଦେଲେ ମନ୍ତ୍ରୀ