Public App Logo
Profile Picture

Keonjhar Khabar

@khabarkeonjhar
136963Followers
1Following
କେନ୍ଦୁଝର ସହର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ସମେତ ରାଜ୍ୟର ୧୭ଟି ଜିଲା କୁ ୟୋଲ ୱାର୍ନିଂ ଜାରି ।
କେନ୍ଦୁଝର ସହର: ସରାସପୋଷି ନିକଟରେ ଟେମ୍ପୋକୁ ଧକ୍କା ଦେଲା ଟ୍ରକ, ୩ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କେନ୍ଦୁଝର ସହର: ଡାବରଚୁଆ ନିକଟରେ ଦ୍ରୁତଗାମୀ ବସ ସାଇଡ଼ ମାରିବାରୁ ସ୍କୁଟିରୁ ପଡ଼ି ୨ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
କେନ୍ଦୁଝର ସହର: ଜୁଡ଼ିଆ ଘାଟି ସ୍ଥିତ ବାଇପାସ ନିକଟରେ ଟ୍ରକ ଡ୍ରାଇଭରଙ୍କୁ ବାଇକ ଆରୋହୀଙ୍କ ମାଡ଼; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
କେନ୍ଦୁଝର ସହର: ମଣ୍ଡୁଆ ଠାରେ ଓଡିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
କେନ୍ଦୁଝର ସହର: କେନ୍ଦେଇପଶି ହାଇସ୍କୁଲକୁ ଅଚାନକ ପରିଦର୍ଶନ କରି କାର୍ଯ୍ୟରେ ଅବହେଳା କରିଥିବା ଦୁଇ ଜଣଙ୍କ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷା ଅଧିକାରୀ
କେନ୍ଦୁଝର ସହର: ବାଁପାର ଗ୍ରାମରେ ଦେଶୀ ମଦ ଭାଟିକୁ ବିରୋଧ କଲେ ଗ୍ରାମବାସୀ
କେନ୍ଦୁଝର ସହର: ପାର୍କ ଲାଇନ ସ୍ଥିତ ଅଡିଟୋରିୟମ ଠାରେ ବ୍ୟାଙ୍କ ଅଫ ଇଣ୍ଡିଆ କର୍ମଚାରୀ ୟୁନିୟନର ସମାବେଶ ଉଦଯାପିତ
କେନ୍ଦୁଝର ସହର: ସିଦ୍ଧମଠ ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ସହରବାସୀ
କେନ୍ଦୁଝର ସହର: ରଗଡା ଗ୍ରାମରେ ଥିବା ସ୍କୁଲରେ ଶୋଇଥିବା ଅବସ୍ଥାରେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର
କେନ୍ଦୁଝର ସହର: ଶିବନାରାୟଣପୁର ନିକଟ ବାଲିସାହି ନିକଟରେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ ଡାକ୍ତର
କେନ୍ଦୁଝର ସହର: ଛାତ୍ରୀ ଅସଦାଚରଣ ମାମଲାରେ ଡିମିରିଆ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ବ୍ଲକ ଶିକ୍ଷାଧିକାରୀ
କେନ୍ଦୁଝର ସହର: ସାହାରପଡା ଜଙ୍ଗଲ ନିକଟରେ ୨ ବାଇକ ମଧ୍ୟରେ ଧକ୍କା, ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କେନ୍ଦୁଝର ସହର: ରୁଗୁଡ଼ିହା ଗ୍ରାମରେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ
କେନ୍ଦୁଝର ସହର: ଭକ୍ତପୁର ମୁଣ୍ଡା ସାହି ନିକଟରୁ ଅଜଣା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ
କେନ୍ଦୁଝର ସହର: ନରଣପୁର ଠାରେ ବିଜେଡିର ମହିଳା ସମାବେଶ ଅନୁଷ୍ଠିତ, ଯୋଗଦେଲେ କେନ୍ଦୁଝର ସାଂସଦ
କେନ୍ଦୁଝର ସହର: କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଡ୍ରାଇଭରଙ୍କ ମୃତ୍ୟୁ
କେନ୍ଦୁଝର ସହର: ଜିଲ୍ଲା ସମେତ ରାଜ୍ୟର ୧୪ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲୋ ୱାର୍ଣ୍ଣିଂ ଜାରି
କେନ୍ଦୁଝର ସହର: ମାମଲାପଶି ଗ୍ରାମରେ ଜଣେ ଯୁବକ ରସି ଲଗାଇ କଲେ ଆତ୍ମହତ୍ୟା
କେନ୍ଦୁଝର ସହର: ଘଟଗାଁ ବ୍ଲକ କଂଗ୍ରେସର ସଭାପତି ପ୍ରଭାକର ନାଏକ ଥିବା ନେଇ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଲେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର
କେନ୍ଦୁଝର ସହର: ହାଲପୋଡି ଗ୍ରାମରେ ଋଣ ଭାର ସହି ନପାରି ଯୁବକଙ୍କର ଆତ୍ମହତ୍ୟା
କେନ୍ଦୁଝର ସହର: ବାୟା ପଣ୍ଡାଧାର ଜାତୀୟ ରାଜପଥ ଉପରେ ହମ୍ପ୍ସ ନିର୍ମାଣ ନେଇ ସ୍ଥାନୀୟ ଲୋକଙ୍କର ରାସ୍ତା ଅବରୋଧ
କେନ୍ଦୁଝର ସହର: ବାବୁ ହାର୍ଟିଂ ନିକଟ ଏକ ଭଡା ଘରେ ଚଢାଉ କରି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କଲା ପୋଲିସ
କେନ୍ଦୁଝର ସହର: ଡିମିରିଆ ସ୍କୁଲରେ ନିଶାଶକ୍ତ ଅବସ୍ଥାରେ ଶିକ୍ଷକ ଓ ରୋଷେୟା ଧରାପଡିବା ଘଟଣା; ଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ
କେନ୍ଦୁଝର ସହର: ଜିଲ୍ଲା ବିଜେଡି ସମ୍ପାଦକ ଭାବେ ବରିଷ୍ଠ ନେତା ଶୁଭେନ୍ଦୁ ପଟ୍ଟନାୟକଙ୍କୁ ମିଳିଲା ଦାୟିତ୍ବ