Public App Logo
Profile Picture

ଗଣିଆ ଖବର

@biswaranjansethi1979
8310Followers
332Following
ଗଣିଆ: ବିଜୟନଗର ଗ୍ରାମରେ ଜମିବାଡିକୁ ନେଇ ଯୁବକକୁମାଡ଼ ଘଟଣାରେ ମୁଖ୍ୟଅଭିଯୁକ୍ତକୁ ଶନିବାରଦିନ ଦିବା ଏକଘଣ୍ଟିକା ସମୟରେ କୋର୍ଟ ଚାଲାଣ କଲା ପୋଲିସ
ଗଣିଆ: କେନ୍ଦୁଆବିଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳାଙ୍କୁ ଆକ୍ରମଣ ଘଟଣା; ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଗଣିଆ: କେନ୍ଦୁଆବିଡା ଗ୍ରାମରେ ଶୁକ୍ରବାରଦିନ ଦିବା ଏକ ଘଣ୍ଟିକା ସମୟରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଠେଙ୍ଗା ମାଡ଼ରେ ମହିଳା ଗୁରୁତର, ଥାନାରେ ଏତେଲା
ଗଣିଆ: ମଧୁପୁରରେ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ବିଦ୍ୟୁତ ସେବାରୁ ଗ୍ରାମବାସୀ ବଞ୍ଚିତ, ବିଦ୍ୟୁତ କାର୍ଯ୍ୟାଳୟରେ ଯନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ଗଣିଆ: ନା ବାଳିକା ଅପହରଣ ଘଟଣାରେ ସୋମବାର ଦିନ ଦିବା ଏକ ଘଣ୍ଟିକା ସମୟରେ ଅପହରଣକାରୀକୁ କୋର୍ଟ ଚଲାଣ କଲା ଗଣିଆ ପୋଲିସ
ଗଣିଆ: ରବିବାର ଗଣିଆ ଓ ଧୂଆଁମଡ଼ା ଗ୍ରାମରେ ବିଶ୍ୱକର୍ମା ପୂଜାରେ ଯୋଗଦେଲେ ବିଧାୟକ
ଗଣିଆ: ଗଣିଆ ସ୍ଥିତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଗଣିଆ: ବିଜୟନଗର ଗ୍ରାମରେ ଜମିବାଡିକୁ ନେଇ ଯୁବକଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କଲା ପୋଲିସ
ଗଣିଆ: ମହନାପଦା ବିଦ୍ୟାଳୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଗଲା ଆଲମାରୀ ତାଲା
ଗଣିଆ: ବିଜୟନଗର ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଯୁବକଙ୍କୁ ମାଡ଼, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର
ଗଣିଆ: ଗୁରୁବାର କୃଷକ ଉତ୍ପାଦକ ସଙ୍ଗଠନର ୨ୟ ବାର୍ଷିକ ବୈଠକ ଗଣିଆ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ, ଯୋଗଦେଲେ ବିଡିଓ
ଗଣିଆ: ଗୁରୁବାର ସୁନାଖଳା ନିକଟ ଚୁଡ଼ା ଠାରେ ଗଣିଆ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ୨ଗୁରୁତର
ଗଣିଆ: ବୁଧବାରଦିନ ରାତି ୯ଘଣ୍ଟିକାସମୟରେ ଅଜଣା ଗାଡି ଧକ୍କାରେ ଦୁଇଜଣ ଗୁରୁତର, କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କଲେ ଡାକ୍ତର
ଗଣିଆ: ଆଡ଼କଟା ବନମାଳୀ ବାରିକ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଭୋଟର ସଚେତନତା ଶିବିରରେ ଯୋଗଦେଲେ ତହସିଲଦାର
ଗଣିଆ: ଶିକ୍ଷକଙ୍କ ଧାରଣା ପାଇଁ ଗଣିଆ ବ୍ଲକ ପ୍ରାଥମିକ ବିଦ୍ୟାଳୟରେ ତାଲା, ବିଦ୍ୟାଳୟ ଖୋଲିବାକୁ ସରକାରଙ୍କୁ ଅନୁରୋଧ କଲେ ଛାତ୍ରଛାତ୍ରୀ
ଗଣିଆ: ବ୍ଲକ ସଭାଗୃହରେ କଳାକାରଙ୍କ ନିମନ୍ତେ ବ୍ଲକ ସ୍ତରୀୟ ଦ୍ୱିତୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଗଣିଆ: ୨ ଡକାୟତଙ୍କୁ ପିଛା କରି ନାକେଦମ ଘଟଣାରେ ଗଣିଆ ସ୍ଥିତ ଭଡା ଘରୁ ଜଣଙ୍କୁ ଗିରଫ କଲା ପୋଲିସ
ଗଣିଆ: ମଙ୍ଗଳବାର ଗଣିଆ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ୫ଦିନରେ ପ୍ରାଥମିକ ଶିକ୍ଷକ ସଂଘର ଧାରଣା
ଗଣିଆ: ସୋମବାର ଜିଲ୍ଲାପାଳଙ୍କ ଅଚାନକ ଗଣିଆ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ
ଗଣିଆ: ରଘୁନାଥ ଜୀଉ ମହାବିଦ୍ୟାଳୟ ସ୍ତରୀୟ ସ୍ୱତନ୍ତ୍ର ଭୋଟର ସଚେତନତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଗଣିଆ: ଗଣିଆ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଗଣିଆ: ଛାଡ଼ମୂଳ ଠାରେ ବିଜେଡିର ସାଙ୍ଗଠନିକ ବୈଠକରେ ଯୋଗଦେଲେ ବିଧାୟକ
ଗଣିଆ: ଜିଲ୍ଲା ସ୍ତରୀୟ ଭଲିବଲ ପ୍ରତିଯୋଗିତା ପାଇଁ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ
ଗଣିଆ: ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ, ଯୋଗଦେଲେ ବିଇଓ
ଗଣିଆ: ଆଜି ଗଣିଆ ସ୍ଥିତ ମଧୁବନ ତୋଟାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଏସିଏଫ ସୁମନ ମାଝୀ