Public App Logo
Profile Picture

Rozgar Mela Cuttack

@rozgarmela-dopt_cuttack
540Followers
0Following
आपके शहर कटक में आयोजित हो रहा है रोजगार मेला।

देश के युवाओं को सरकारी नौकरियाँ देने के संकल्प  के तहत, प्रधानमंत्री नरेन्द्र मोदी 19 सितंबर, 2026 दोपहर 12:30 बजे सरकारी नौकरियों में चयनित 51000 से अधिक अभ्यर्थियों को नियुक्ति पत्रों का वितरण करेंगे।
Distribution of Appointment letters during Rozgar Mela....
The newly recruited Youngsters with appointment letters in their hands, during Rozgar Mela.....
Rozgar Mela at Cuttack... selfie....
candidates receiving appointment letters during Rozgar Mela.
Hon'ble Prime Minister Shri Narendra Modi ji addressing the new recruits during Rozgar Mela.
Shri Bishweswar Tudu,
Hon'ble Minister of State for Tribal Affairs & Jal Shakti, Govt. of India addressing the candidates.
A Candidate sharing her feelings during Rozgar Mela at Cuttack
ଆପଣଙ୍କ ସହର କଟକ ସ୍ଥିତ ରେଳ ପ୍ରତିଷ୍ଠାନରେ ଏକ ଚାକିରି ମେଳା ଆୟୋଜନ କରାଯାଉଛି |
आपके शहर कटक, रेल्वे इंस्टीट्यूट, में आयोजित हो रहा है रोजगार मेला।
ମାନ୍ୟବର କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ତଥା କଟକ ର ମାନ୍ୟବର ସଂସଦ ଭର୍ତୃହରୀ ମହତାବ କଟକ ରେ  ଆୟୋଜିତ ରୋଜଗାର ମେଳାରେ ନିଯୁକ୍ତି ପତ୍ର ପ୍ରଦାନ ପାଇଥିବା ଯୁବାବର୍ଗଙ୍କ ସହିତ ଗ୍ରୁପ ଫଟୋ ନେଉଛନ୍ତି।
କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କଟକ ରେ  ଆୟୋଜିତ ରୋଜଗାର ମେଳାରେ ନିଯୁକ୍ତି ପତ୍ର ପ୍ରଦାନ କରୁଛନ୍ତି।
କଟକ ରେ ଆୟୋଜିତ ନିଯୁକ୍ତି ମେଳା ରେ ଉପସ୍ଥିତ ଯୁବବର୍ଗ ନିଜର ସଫଳତା ର କାହାଣୀ  ଆଗ୍ରହ ର ସହିତ କହିଛନ୍ତି
କଟକ ରେ  ଆୟୋଜିତ ରୋଜଗାର ମେଳାରେ କୃତି ଯୁବବର୍ଗ ମାନେ ପ୍ରଧାନ ମନ୍ତ୍ରୀ ଙ୍କ ଭାଷଣ ଆଗ୍ରହର ସହିତ ଶୁଣୁଛନ୍ତି।
କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କଟକ ରେ  ଆୟୋଜିତ ରୋଜଗାର ମେଳାରେ ଯୁବ ବର୍ଗ ଙ୍କୁ ଉଦବୋଧନ ଦେଉଛନ୍ତି ଓ ସେମାନଙ୍କୁ ପ୍ରଶଂସା କରୁଛନ୍ତି।
କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କଟକ ରେ  ଆୟୋଜିତ ରୋଜଗାର ମେଳାରେ ନିଜର ବତଵ୍ୟ ରଖୁଛନ୍ତି
କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କଟକ ରେ  ଆୟୋଜିତ ରୋଜଗାର ମେଳାରେ ପହଞ୍ଚିଛନ୍ତି
କଟକ ରେ ଅୟୋଜିତ ରୋଜଗାର ମେଳାରେ ନିଯୁକ୍ତି ପତ୍ର ଗ୍ରହଣ କରି ଯୁବବର୍ଗଙ୍କ ସ୍ବପ୍ନ ସାକାର ହୋଇଛି|
ରୋଜଗାର ମେଳାରେ ନିଯୁକ୍ତି ପତ୍ର ଗ୍ରହଣ କରି ଯୁବବର୍ଗଙ୍କ ସ୍ବପ୍ନ ସାକାର ହୋଇଛି|
ରୋଜଗାର ମେଳାରେ ନିଯୁକ୍ତି ପତ୍ର ଗ୍ରହଣ କରି ଯୁବବର୍ଗଙ୍କ ସ୍ବପ୍ନ ସାକାର ହୋଇଛି|
ଆପଣଙ୍କ ସହର କଟକ ରେ ରୋଜଗାର ମେଳାର ଆୟୋଜନ କରାଯାଉଛି 
ଏକ ବର୍ଷରେ 10 ଲକ୍ଷ ସରକାରୀ ଚାକିରି ଯୋଗାଇଦେବା ସଂକଳ୍ପ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 13, 2023 ରେ ସାରା ଦେଶରେ 71 ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ |