Public App Logo
Profile Picture

Debendra Nath Dash

@debendra.4574
854Followers
10Following
କୁଳିଅଣା: ସ୍ଥାନୀୟ ଦୁର୍ଗା ମଣ୍ଡପରେ ଅନୁଷ୍ଠିତ କୁମ୍ଭାର ସମାଜର ସମ୍ମିଳନୀରେ କୁମ୍ଭାର ଜାତିକୁ ତୁରନ୍ତ ଜନଜାତି ତାଲିକା ଭୁକ୍ତ କରିବାକୁ ଦାବି
କୁଳିଅଣା: ସୌରୀ ପୋଲ ନିକଟରେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟିନେଲେ ଲୁଟେରା
କୁଳିଅଣା: ମୁଣ୍ଡାରୀ ଭାଷାକୁ ସାମାଜିକ ଓ ସାମ୍ବିଧାନିକ ସ୍ବୀକୃତି ପ୍ରଦାନ ଦାବିରେ କଖାରୁଶୋଳ ଠାରେ ସମନ୍ଵୟ ସମିତିର ପ୍ରତିବାଦ ସଭା ଅନୁଷ୍ଠିତ
କୁଳିଅଣା: ଛଉ ପଡିଆ ଠାରେ ଜେଏମଏମର କର୍ମୀ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା କମିଟି ସମ୍ପ୍ରସାରିତ
କୁଳିଅଣା: ରଘୁନାଥଗଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟରେ କୁନି ପ୍ରତିଭା ଚାନ୍ଦିନୀକୁ ସମ୍ବର୍ଦ୍ଧିତ କଲେ କୁଳିଅଣା ବ୍ଲକ ଶିକ୍ଷକ ସଙ୍ଘ
କୁଳିଅଣା: ୭ ଦଫା ଦାବି ନେଇ ଖେଳ୍ ବୀର୍ ଅଲ୍‌ଇଡୁନ ଆଶଳା ତିଳ ତୋଲଖୋ ପକ୍ଷରୁ  ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ
କୁଳିଅଣା: କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସମାଜ ପକ୍ଷରୁ ଭଞ୍ଜପୁରଠାରେ ରେଳରୋକ ବାବଦରେ ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା
କୁଳିଅଣା: ବିଜେପି ଚାନ୍ଦୁଆ ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସର ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
କୁଳିଅଣା: ସାଂସଦଙ୍କ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ବ୍ଲକର ସାଂସଦ ପ୍ରତିନିଧି
କୁଳିଅଣା: ଏନପିଏସ୍ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ, ସଭାପତିଙ୍କ ପ୍ରତିକ୍ରିୟା
କୁଳିଅଣା: ଡୁମୁରଡିହା ହାଟରେ ଜୁଆଖେଳ ଚାଲିଥିବା ବେଳେ ପୋଲିସର ଚଢଉ, ୨ ଗିରଫ
କୁଳିଅଣା: ୭ ଦିନରେ ପହଞ୍ଚିଲା ପ୍ରାଥମିକ ଶିକ୍ଷକ ସଂଘର ଧାରଣା, ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀଙ୍କର ସହଯୋଗ ନେଇ ବ୍ଲକଠାରେ ସଂଘ ସଭାପତିଙ୍କ ପ୍ରତିକ୍ରିୟା
କୁଳିଅଣା: ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ମିଶି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ଗଣଶିକ୍ଷା ମନ୍ତ୍ରୀ
କୁଳିଅଣା: କାକରୀଶୋଳ ଗ୍ରାମର ପରିତ୍ୟକ୍ତ କୂଅରୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
କୁଳିଅଣା: ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଭଞ୍ଜସେନାର ବିକ୍ଷୋଭ ପ୍ରଦର୍ଶନ, ପ୍ରତିକ୍ରିୟା ରଖିଲେ ଜିଲ୍ଲା ସଭାପତି
କୁଳିଅଣା: ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ଜିଲ୍ଲା ମହିଳା ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ
କୁଳିଅଣା: ମାସା ଆର୍ମିର ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୁଳିଅଣାର ଅର୍ଜୁନ ମୁର୍ମୁ
କୁଳିଅଣା: ଡାଙ୍ଗରସାହି ଗ୍ରାମର ଏକ ଗଛ ମୂଳେ ଆଶ୍ରୟ ନେଉଥିବା ବେଳେ ଡାଳ ଭାଙ୍ଗି ସେହି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ
କୁଳିଅଣା: କାଠରୁମା ଗ୍ରାମରେ ପହଞ୍ଚିଲା ଚେନ୍ନାଇ ଠାରେ ଟ୍ରେନ୍‌ ଧକ୍କାରେ ପ୍ରାଣ ହରାଇଥିବା ସୁରାଇ ମୁର୍ମୁଙ୍କ ମୃତଦେହ
କୁଳିଅଣା: ଛଉ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଆଦିବାସୀ ଗଣ ଦୌଡକୁ ନେଇ ନିଜ ବାସ ଭବନରେ ପ୍ରତିକ୍ରିୟା ଦେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ
କୁଳିଅଣା: ବିଭିନ୍ନ ଦାବି ନେଇ କୁଳିଅଣା ବ୍ଲକ ସମ୍ମୁଖରେ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ
କୁଳିଅଣା: କୁଳିଅଣା ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଗୋଷ୍ଠୀ ଉନ୍ନୟନ ସମ୍ମିଳନୀ କକ୍ଷରେ ବିଜେପିର ବୈଠକ ଅନୁଷ୍ଠିତ
କୁଳିଅଣା: ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ହକି ପ୍ରତିଯୋଗିତା ପାଇଁ କୁଳିଅଣା ବ୍ଲକ୍ ରୁ ୧୪ ଛାତ୍ର ମନୋନୀତ
କୁଳିଅଣା: ଚାଲୁଣିଆରୁ ରଥଶୋଳ ପର୍ଯ୍ୟନ୍ତ ନିମ୍ନମାନର ରାସ୍ତା କାମ ଅଭିଯୋଗ, ତୁରନ୍ତ ସମାଧାନ ନହେଲେ ଅନ୍ଦୋଳନର ଚେତାବନୀ
କୁଳିଅଣା: ମଣିପୁର ହିଂସାକାଣ୍ଡ ଘଟଣା: ସିବିଆଇ ତଦନ୍ତ ଟିମରେ ସାମିଲ ହେଲେ କୁଳିଅଣା ଥାନା ଅଧିକାରୀ