Public App Logo
Profile Picture

PUBLIC JATNI

@sangramhota90
58655Followers
4Following
ଜଟଣୀ: କୁଦିଆରି ବଜାର ଅଞ୍ଚଳରୁ ୩୬ ଗ୍ରାମ ବ୍ରାଉନସୁଗାର ଜବତ ସହ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ
ଜଟଣୀ: ବ୍ଲକ ସମ୍ମୁଖରେ ବିଡ଼ିଓଙ୍କ ଉପରେ ବର୍ଷିଲେ ବିଧାୟକ ସୁର ରାଉତରାୟ
ଜଟଣୀ: ବୋତଲ ଭିତରେ ୮ଇଞ୍ଚିର ଏକ୍ସମାକ୍ସ ଟ୍ରୀ ନିର୍ମାଣ କରି ବଡଦିନର ଶୁଭେଚ୍ଛା ଜଣାଇଛନ୍ତି ସହରର ହାଟବଜାର ଶିଳ୍ପୀ ଏଲ ଇଶ୍ୱର ରାଓ
ଜଟଣୀ: ପାଞ୍ଚଗାଁ ଗ୍ରାମରେ କମ୍ୟୁନିଟି ସେଣ୍ଟର ଉଦଘାଟନ କଲେ ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ
ଜଟଣୀ: ଥାନା ଛକ ନିକଟ ମଦ ବାରରେ ଅବକାରୀ ବିଭାଗର ଏସଓପିର ଉଡିଲା ଧଜିଆ ,ଗ୍ରାହକ ଓ ବ୍ୟବସାୟୀ ମଧ୍ୟରେ ଯୁକ୍ତିତର୍କ, ଭିଡିଓ ଭାଇରାଲ
ଜଟଣୀ: ବ୍ଲକ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଜଟଣୀ: ହରିଭାଇନା ଛକରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ନେଇ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି
ଜଟଣୀ: ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଦ୍ବାରା ସ୍ଥାନୀୟ କାର୍ଯ୍ୟାଳୟଠାରେ ଶକ୍ତି ସଂରକ୍ଷଣ ଦିବସ ପାଳିତ
ଜଟଣୀ: ସ୍ଥାନୀୟ ରେଳବାଇ ଷ୍ଟାଡିୟମରେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଆନ୍ତର୍ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଜଟଣୀ: ବ୍ଲକ ସଭା ଗୃହରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ପ୍ରେମା ନାୟକ
ଜଟଣୀ: ଷଣ୍ଢପୁର ଠାରେ ନିର୍ମାଣ ହେବାକୁ ଥିବା ଗେଲ ଇଣ୍ଡିଆର ଡିପୋକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ
ଜଟଣୀ: ପବ୍ଲିକ ରାଇଟ୍ସ ଆସୋସିଏସନ ପକ୍ଷରୁ ପ୍ରାଣନାଥ ହାଇସ୍କୁଲ ଠାରେ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ
ଜଟଣୀ: ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀ କଲ୍ୟାଣ ମଣ୍ଡପ ଠାରେ ୬୬ତମ ରେଳ ସପ୍ତାହ ପାଳିତ
ଜଟଣୀ: ଗଙ୍ଗପଡା ଗଙ୍ଗେଶ୍ବର ମନ୍ଦିର ପରିସରରୁ ଶେଷ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା
ଜଟଣୀ: ଜଟଣୀ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଆୟୋଜିତ
ଜଟଣୀ: ଜଟଣୀ ମହାବିଦ୍ୟାଳୟ ପରିସରରେ ରକ୍ତ ହିଁ ଜୀବନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ
ଜଟଣୀ: ପାଣ୍ଡିଆବିଲି ଗ୍ରାମକୁ ଯାଇ ସ୍ଥିତିର ସମୀକ୍ଷା କଲେ ତହସିଲଦାର
ଜଟଣୀ: ବାତ୍ୟାକୁ ନେଇ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ବ୍ୟାପକ ପ୍ରସ୍ତୁତି
ଜଟଣୀ: ଗଙ୍ଗପଡା ଟୋଲଗେଟ ଜାତୀୟ ରାଜପଥ ୧୬ ନିକଟରୁ ଚୋରି ହୋଇଥିବା ଗାଡି ସହ ଜଣେ ଗିରଫ
ଜଟଣୀ: ଚଳିତ ଆର୍ଥିକ ବର୍ଷରେ ଭାରତୀୟ ରେଲୱେରେ ମାଲ ପରିବହନରେ ଶୀର୍ଷ ସ୍ଥାନ ହାସଲ କଲା ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ
ଜଟଣୀ: ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ କଟକ ରେଲୱେ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣକୁ ନେଇ ମକଡ୍ରୀଲ ଅନୁଷ୍ଠିତ
ଜଟଣୀ: ତଳଖତାସ୍ଥିତ କାଞ୍ଚନ ପ୍ଲାଜ଼ା ହୋଟଲରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଜଟଣୀ: ତିରିମଲ, ତରାବୋଇ, ହରିପୁର ଓ ବେଣାପଞ୍ଜୁରୀ ଗ୍ରାମରେ ମେଗା ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଜିଲ୍ଲା ବିଜେଡି ସଭାପତି
ଜଟଣୀ: ଜଟଣୀ ସହରର ରେଲୱେ ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଜଟଣୀ: ସରସ୍ବତୀ ଶିଶୁ ମନ୍ଦିର ପରିସରରେ ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ମେଧା ବୃତ୍ତି ସମ୍ମାନ