Public App Logo
Profile Picture

ଭୋଗରାଇ ଖବର

@biju1125
176557Followers
2Following
ଭୋଗରାଇ: ଝାଟିବଣୀ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଗୋଷ୍ଠୀ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ୱାଳ
ଭୋଗରାଇ: ଶ୍ରଦ୍ଧାପୁର ପଂଚାୟତରେ ବିଦାୟ କାଳୀନ ଓ ସ୍ୱାଗତ ସମ୍ଭରଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୋଗରାଇ: ଶିକ୍ଷକଙ୍କ ବଦଳିକୁ ବିରୋଧ କରି ରାସ୍ତା ଉପରେ ବସିଲେ ପଥରେଶ୍ଵର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ
ଭୋଗରାଇ: ଭୋଗରାଇରୁ ଆଶାଇ ବିଧାୟକ ପ୍ରାଥୀ ପାଇଁ ଫୁଲବଣୀ ଠାରେ ସାମ୍ବାଦିକ ସମ୍ମିଳନୀ କଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଅଶିତ ଚାନ୍ଦ
ଭୋଗରାଇ: ଚନ୍ଦନେଶ୍ଵର ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କର କ୍ୟାସିରଙ୍କୁ ଅବସରକାଳୀନ ସମ୍ଭର୍ଦ୍ଧନା ଜ୍ଞାପନ
ଭୋଗରାଇ: ସାନଆଉସା ଗ୍ରାମରୁ ରିକ୍ସା ଚୋରି; ୩ ବଙ୍ଗୀୟ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଭୋଗରାଇ: କାଁଥିଭଉଁରୀ ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ରାବାସ ନିର୍ମାଣ ପ୍ରସଙ୍ଗରେ ସ୍କୁଲରେ ପହଞ୍ଚିଲେ ୫ ବିଭାଗ
ଭୋଗରାଇ: ଭୋଗରାଇର ବିଭିନ୍ନ ପାଣି ନିଷ୍କାସନ ପଥର ସ୍ଥିତି ଅନୁଧ୍ୟାନ କଲେ ଜଳ ସମ୍ପଦ ବିଭାଗର ତିନି ଜଣିଆ ଟିମ
ଭୋଗରାଇ: ଦେହୁର୍ଦା ଦଳୀୟ କାର୍ଯ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଭୋଗରାଇ: ଜଳସହରିଆ ପଞ୍ଚାୟତର ଥିବା ଡାକ୍ତରଖାନା ପଡ଼ିଆରେ ବାଲି ବିକ୍ରି କରିଦେବା ନେଇ ଭୋଗରାଇ ତହସିଲରେ ଅଭିଯୋଗ
ଭୋଗରାଇ: ଭୂମିହୀନମାନଙ୍କୁ ଭୂମି ଯୋଗାଇ ଦେବା ଦାବିରେ ତହସିଲ ସମ୍ମୁଖରେ ପ୍ୟାରୀମୋହନ ସେବା ପରିଷଦ ପକ୍ଷରୁ ଗଣ ଧାରଣା, ପ୍ରତିଶ୍ରୁତି ପାଇ ହଟିଲା ଧାରଣା
ଭୋଗରାଇ: ଶ୍ରଦ୍ଧାପୁର ହସ୍ପିଟାଲ ନିକଟରେ ଥିବା ସମସ୍ତ ଔଷଧ ଦୋକାନ ଉପରେ ଜିଲ୍ଲା ଡ୍ରଗ ଇନସ୍ପେକ୍ଟର ଟିମର ଚଢାଉ
ଭୋଗରାଇ: ପଶ୍ଚିମବଙ୍ଗ ଶାନ୍ତିନିକେତନରେ  ବିଦେଶୀ ଛାତ୍ର ଅପହରଣ ଘଟଣାରେ ତଳସାରୀ ବେଳାଭୂମିରୁ ଅପହରଣ ହୋଇଥିବା ଯୁବକ ସହ ପାଞ୍ଚ ଅଭିଯୁକ୍ତ ଉଦ୍ଧାର
ଭୋଗରାଇ: ଉଦୟପୁର ତାଳସାରୀ ବେଳାଭୂମିରେ ଶେଷ ହେଲା ୨ ଦିନିଆ ସାଗର କବଚ କାର୍ଯ୍ୟକ୍ରମ
ଭୋଗରାଇ: ତାଲାଡି ଗ୍ରାମରେ ଅଗ୍ନିବୀଣା ଯୁବକ ସଙ୍ଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ
ଭୋଗରାଇ: ଦେହୁର୍ଦା ରାସ୍ତାରୁ ଭୋଗରାଇ ପୋଲିସ ଦ୍ବାରା ୩ ବାଲି ବୋଝେଇ ଟ୍ରାକ୍ଟର ଜବତ
ଭୋଗରାଇ: ସୁଖଷଣ୍ଡା ଗ୍ରାମର ରାଜୀବ ଜେନାଙ୍କ ଦେବଗଡ଼ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ଭୋଗରାଇ: ଶ୍ରୀବତ୍ସପୁରସ୍ଥିତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଧାରଣା
ଭୋଗରାଇ: ଶିକ୍ଷକ ବିଳମ୍ବରେ ଆସିବା ନେଇ ଗମ୍ଭାରିଆ ସ୍କୁଲ ଗେଟରେ ଝୁଲିଲା ତାଲା
ଭୋଗରାଇ: ତାଳସାରୀ ଉଦୟପୁର ବେଳାଭୂମିରେ ପୋଲିସ ଓ ମତ୍ସ୍ୟ ବିଭାଗର ମିଳିତ ସମରାଭ୍ୟାସ ସାଗର କବଚର ଆରମ୍ଭ
ଭୋଗରାଇ: ଦେଉଳା ହାଟ ନିକଟରେ ଗଣପତି ଯୁବକ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଭୋଗରାଇ: ସାନଆଉସସା ଗ୍ରାମରୁ ଚୋରା ମଦ କାରବାରରେ ଶମ୍ଭୁନାଥ ସାହୁ ଓ କଳ୍ପନା ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲେ ଅବକାରୀ ବିଭାଗ
ଭୋଗରାଇ: କାଁଥିଭଉଁରୀ ଆଦର୍ଶ ବିଦ୍ୟାଳୟ ଓ ଶଙ୍ଖାରୀ ମନୋଜ ଦାସଙ୍କ ନିର୍ମାଣଧୀନ ସ୍ମୃତିପୀଠ ପରିଦର୍ଶନ କଲେ ବାଲେଶ୍ୱର ଜିଲ୍ଲାପାଳ
ଭୋଗରାଇ: ବ୍ଲକ ପରିସରରେ ଜିଲ୍ଲାପାଳ ଓ sp ଙ୍କ ମିଳିତ ଜଣ ଶୁଣାଣୀ ଅଭିଯୋଗ
ଭୋଗରାଇ: ନୂଆ ଗାଁ ଠାରେ ପାନ ଚାଷୀ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ