Public App Logo
Profile Picture

satyanarayan mishra

@satya.pds
37909Followers
0Following
ବଣେଇ: କୁଚେଇତା ନିକଟରେ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ
ବଣେଇ: ବ୍ରାହ୍ମଣୀ ନଦୀରେ ଯୁବକ ଭାସିଯାଉଥିବା ବେଳେ ବଣାଇ ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇ ଘଣ୍ଟା ଉଦ୍ୟମ ପରେ ଉଦ୍ଧାର
ବଣେଇ: ବଣାଇ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ପିକଅପ: ଡ୍ରାଇଭର ଥାନାରେ ଅଟକ
ବଣେଇ: ଗୁରୁଣ୍ଡିଆ ଥାନାର କଂସର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଅଳ୍ପକେ ବର୍ତିଲେ ଚାଳକ
ବଣେଇ: ଟିକାୟତପାଲି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଗୋରୁ ମୃତ
ବଣେଇ: ବଣାଇ ଅବକାରୀ ବିଭାଗର କୋଇଡା ଅଂଚଳରେ ଚଢ଼ାଉ,  ୬୦ ଲିଟର ମହୁଲି ମଦ ଜବତ ସହ ୪ ଗିରଫ
ବଣେଇ: ମହୁଲପଦା ପୋଲିସ ପକ୍ଷରୁ ବାଙ୍କୀ ଗ୍ରାମରେ ଚଢ଼ାଉ, ବିଦେଶୀ ମଦ ଜବତ ସହ ଜଣେ ଗିରଫ
ବଣେଇ: ଜକେଇକଳା ଗ୍ରାମରେ ଏସଡ଼ିପିଓଙ୍କ ଚଢ଼ାଉ: ବିପୁଳ ପରିମାଣର ଵିଦେଶୀ ମଦ ଜବତ, ଜଣେ ଗିରଫ
ବଣେଇ: ବଣାଇ ର ବରିଷ୍ଠ  ସାମ୍ବାଦିକ ତପନ ମଲ୍ଲିକ କରୋନାରେ ଜେ.ପି. ହସ୍ପିଟାଲରେ ଚିକିତ୍ସାଧିନରେ ମୃତ ।
ବଣେଇ: ବିଜାଡ଼ିହି ଠାରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ବଣେଇ: ବ୍ଲକ ସମନ୍ୱୟ ଶିଶୁ ବିକାଶ କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ ବଣ୍ଟନ
ଟିକାୟତପଲୀ: ଟିକାୟତପାଲି:ବଣାଇ ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ
ବଣେଇ: ବଣାଇରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, 20 ୟୁନିଟ ରକ୍ତ ସଂଗ୍ରହ
ବଣେଇ: ବଣାଇ ଆଇଟିଡିଏ ଶୋଭାଗୃହରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବଣେଇ: ବଣାଇ ଉପଖଣ୍ଡରେ ୪୮୦ଜଣଙ୍କ ଆଣ୍ଟିଜେନ ଟେଷ୍ଟ, ୪୮ କୋରୋନା ଆକ୍ରାନ୍ତ ଚିହ୍ନଟ
ବଣେଇ: ବଣାଇ ରେ କରୋନା ଆକ୍ରାନ୍ତ ବୃଦ୍ଧାଙ୍କୁ ସ୍ବେଚ୍ଛାସେବୀ ଓ ପ୍ରଶାସନିକ ଅଧିକାରୀ ମାନେ ଦାହସଂସ୍କାର କରିଲେ ।
ବଣେଇ: ବ୍ଲକରେ ଖୋଲିଲା କୋରୋନା ଯତ୍ନ କେନ୍ଦ୍ର, ଉଦଘାଟନ କଲେ ବଣାଇ ଉପଜିଲ୍ଲାପାଳ
ବଣେଇ: ଭଣ୍ଡିଗ୍ରାମରୁ  କେନାପଲି ବାହାହେବାକୁ ଯାଉଥିଲା ବର ରାସ୍ତାରୁ ଉଠାଇନେଲା ବଣାଇ ପୋଲିସ, ଅନ୍ୟ ଜଣେ ଯୁବତୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ
ବଣେଇ: ବଣାଇ କୋଭିଡ କେୟାର ସେଣ୍ଟର,ବଣାଇ ଡାକ୍ତରଖାନା ଓ ଖୁଂଟଗାଁ ଗସ୍ତରେ ଜିଲ୍ଲାପାଳ
ବଣେଇ: ଉପଖଣ୍ଡରେ ୩୨୩ ଆଣ୍ଟିଜେନ ପରୀକ୍ଷା, ୩୨ କୋରୋନା ସଂକ୍ରମିତ ଚିହ୍ନଟ
ବଣେଇ: ନରେନ୍ଦ୍ର ବାଲିଘାଟ ନିକଟରେ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ଘଟଣାସ୍ଥଳରେ ମୃତ
ବଣେଇ: ଜଗନ୍ନାଥପୁର ସାହିରେ ବୃଦ୍ଧଙ୍କ କ୍ଷତ ବିକ୍ଷତ  ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଟିକାୟତପଲୀ: ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଣେଇ: ବଣାଇ ଥାନର କାଦଢିହି ଗ୍ରାମ ନିକଟରେ ସ୍କୁଟିରେ ଭାରଶ୍ୟାମ ହରାଇ ଚାଳକ ମୃତ ।
ବଣେଇ: 1ବଣାଇ ଉପଖଣ୍ଡରେ ୨୬୩ ରୁ ୬୪ ଜଣ ସଂକ୍ରମିତ ଚିହ୍ନଟ ।